Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡିର ବଡ ନିଷ୍ପତି, ଭାଙ୍ଗିଲା ଦଳର ସମସ୍ତ ଛାମୁଆ ସଂଗଠନ, ହେବ ନବକଳେବର
ଆଜିର ଖବର

ବିଜେଡିର ବଡ ନିଷ୍ପତି, ଭାଙ୍ଗିଲା ଦଳର ସମସ୍ତ ଛାମୁଆ ସଂଗଠନ, ହେବ ନବକଳେବର

January 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡି
ବିଜେଡିର ବଡ ନିଷ୍ପତି, ଭାଙ୍ଗିଲା ଦଳର ସମସ୍ତ ଛାମୁଆ ସଂଗଠନ, ହେବ ନବକଳେବର

ଭୁବନେଶ୍ବର: ଆଜି ବିଜେଡି ବଡ ନିଷ୍ପତି ଗ୍ରହଣ କରିଛି। ଏକ ଦଳିୟ ବିଜ୍ଞପ୍ତି ଜାରୀ କରାଯାଇ ଦଳର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗି ଦିଆଯାଇଛି। ସେଗୁଡିକ ହେଲା ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ ଏବଂ ପ୍ରବାସୀ ସେଲ ରହିଛି।

ଆଜି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳର ସମସ୍ତ ଛାମୁଆ ସଂଗଠନକୁ ତୁରନ୍ତ ଭାଙ୍ଗି ଦିଆଯାଇଛି। ଆଗକୁ ଦଳିୟ ନିର୍ବାଚନ ରହିଥିବାରୁ ଏହି ନିଷ୍ପତି ନିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ବିଜୁ ଜନତା ଦଳ ବିଜୁ ମହିଳା ଜନତା ଦଳ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026

ଓଲଟିଲା ଟ୍ରକ; ଅଟୋ ଚେପା

June 7, 2026

ଆଫଗାନିସ୍ତାନକୁ ପରାସ୍ତ କଲେ ମଧ୍ୟ WTC ରେ ଲାଭବାନ ହେବ ନାହିଁ ଭାରତ: କାରଣ ଆଶ୍ଚର୍ଯ୍ୟଜନକ

June 7, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026

ଓଲଟିଲା ଟ୍ରକ; ଅଟୋ ଚେପା

June 7, 2026

ଆଫଗାନିସ୍ତାନକୁ ପରାସ୍ତ କଲେ ମଧ୍ୟ WTC ରେ ଲାଭବାନ ହେବ ନାହିଁ ଭାରତ: କାରଣ ଆଶ୍ଚର୍ଯ୍ୟଜନକ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.