
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ଥାନା ଅର୍ନ୍ତଗତ ପୋଲସରା ବସଷ୍ଟାଣ୍ଡ ସାମ୍ନାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ମୃତ ରବିନ୍ଦ୍ରଙ୍କ ଭାଇ ଚିତ୍ତରଞ୍ଜନ ଲଜ୍ ରେ ପହଞ୍ଚି ଭାଇ ରବିନ୍ଦ୍ରଙ୍କୁ ଚିହ୍ନିବା ସହ ତାଙ୍କ ଭାଇଙ୍କ ମୁହଁରେ କ୍ଷତ ଲାଗିଥିବାରୁ ଭାଇଙ୍କୁ କିଏ ହତ୍ୟା କରିଥିବା ସନ୍ଦେହ କରି ପୋଲସରା ଥାନାରେ ଅଭିଯୋଗ କରିଛନ୍ତି।
ପୋଲିସ ଅଭିଯୋଗ ଗ୍ରହଣ କରି ଲଜ୍ ରେ ପହଞ୍ଚି ଶବ ଜବତ କରିଛନ୍ତି ଓ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
Tags: ପୋଲସରା ଥାନା, ମୃତଦେହ ଉଦ୍ଧାର