Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଯନ୍ତ୍ରପାତି ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ଆଞ୍ଚଳିକ ଯନ୍ତ୍ରପାତି ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

March 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦୁଝରରେ ଆଞ୍ଚଳିକ ଯନ୍ତ୍ରପାତି ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାପରେ ସେ ଈ-ରିକ୍ସାରେ ସମସ୍ତ ଷ୍ଟଲ୍ ବୁଲି ଦେଖିଲେ। ଏହି ମେଳାରେ ବିଭିନ୍ନ ବିଭାଗ ସହିତ ଛୋଟ, ବଡ଼ କମ୍ପାନୀର କୃଷି ଯନ୍ତ୍ରପାତି ର ୧୨୦ଟି ଷ୍ଟଲ୍ ପଡ଼ିଛି।

ଏହି ମେଳାରେ କେନ୍ଦୁଝର, ଅନୁଗୋଳ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା ତଥା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ପାଖାପାଖି ୫ହଜାର ଲୋକ ଯୋଗେ ଦେଇଥିଲେ। ଗତ ସରକାର କେବଳ ବାହାସ୍ପୋଟ ମାରୁଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଯଦି ଗତ ସରକାର ଚାଷୀଙ୍କ ପାଇଁ ଏତେ ଚିନ୍ତା କରୁଥିଲେ, ତେବେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଚାଷୀଙ୍କର ମାସିକ ହାରାହାରି ଆୟ ତଳ ଆଡ଼ୁ କାହିଁକି ଦ୍ୱିତୀୟ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ନୂତନ ସରକାର ଯାହା କହିଥିଲେ, ତାହା କରି ଦେଖାଇଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୂର୍ବ ସରକାର ଜଗନ୍ନାଥଙ୍କୁ ଗାଡ଼ିରେ ବୁଲାଇ ନେତାଙ୍କ ବଡ଼ ହୋର୍ଡିଂ ଲଗାଇ କେବଳ ଭୋଟ୍ ବ୍ୟାଙ୍କ ପାଇଁ ଲୋକଙ୍କଠାରୁ ଉଷୁନା ଓ ଅରୁଆ ଚାଉଳ ସଂଗ୍ରହ କରୁଥିଲେ। ମହିଳା ସଶକ୍ତିକରଣ ନାଁରେ ଗତ ସରକାର କେବଳ ବ୍ୟାଙ୍କରୁ କିଛି ଲୋନ୍ ଦେଇ ମହିଳାଙ୍କୁ ଠକୁଥିଲେ । ପୂର୍ବ ସରକାର ଚାଷୀମାନଙ୍କୁ ୧ଶହ ଟଙ୍କା ବେନସ୍ ଦେଇ ପାରିଲେ ନାହିଁ| ହେଲେ ନୂତନ ସରକାର ଚାଷୀମାନଙ୍କୁ ୨୩ ଶହ ଟଙ୍କା ଉପରେ ୮ଶହ ଟଙ୍କା ସହ, ସମୁଦାୟ ୩୧ଶହ ଟଙ୍କା ପ୍ରଦାନ କରିଛନ୍ତି ।

ଆସନ୍ତା ୮ ତାରିଖରେ ବ୍ରହ୍ମପୁରରେ ସମୁଦାୟ ୧କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ସରକାର ଖରିଫ୍ ଋତୁରେ ଚାଷୀମାନଙ୍କୁ ୫ହଜାର କୋଟି ଟଙ୍କାର Input ସହାୟତା ପ୍ରଦାନ କରିଥିବା କହିଥିଲେ ମୁଖ୍ୟମନ୍ତ୍ରୀ।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025
Latest News

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.