Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଆଇଏନଏସ ଚିଲିକାରେ ପଞ୍ଚମ ବ୍ୟାଚ୍ ଅଗ୍ନିବୀର ପାସିଙ୍ଗ ଆଉଟ ସମାରୋହ
ଆଜିର ଖବର

ଆସନ୍ତାକାଲି ଆଇଏନଏସ ଚିଲିକାରେ ପଞ୍ଚମ ବ୍ୟାଚ୍ ଅଗ୍ନିବୀର ପାସିଙ୍ଗ ଆଉଟ ସମାରୋହ

March 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆସନ୍ତାକାଲି ଶୁକ୍ରବାର ଅପରାହ୍ନରେ ଆଇଏନଏସ ଚିଲିକାରେ ପଞ୍ଚମ ବ୍ୟାଚ୍ ଅଗ୍ନିବୀର ପାସିଙ୍ଗ ଆଉଟ ସମାରୋହ ଅନୁଷ୍ଠିତ ହେବ। ପ୍ରଥମ ବ୍ୟାଚରେ ଉଭୟ ମହିଳା ଓ ପୁରୁଷ ୨୫୮୫ ଜଣ ଆଗ୍ନିଭର୍ସ, ଦ୍ୱିତୀୟ ବ୍ୟାଚରେ ୨୮୯୫ ଜଣ, ତୃତୀୟ ବ୍ୟାଚରେ ୨୬୩୦ ଜଣ ଆଗ୍ନିଭର୍ସ ଓ ଚତୁର୍ଥ ବ୍ୟାଚରେ ୨୧୬ଜଣ ମହିଳା ଅଗ୍ନିବୀରଙ୍କ ସମେତ ୧୩୯୦ ଜଣ ଅଗ୍ନିବୀର ଦୀର୍ଘ ୧୬ ସପ୍ତାହ ସଫଳତାର ସହ ପ୍ରଶିକ୍ଷଣ ନେଇ ଭାରତୀୟ ନୌସେନାରେ ଯୋଗ ଦେଇଥିବା ବେଳେ ପଞ୍ଚମ ବ୍ୟାଚରେ ମହିଳା ଅଗ୍ନିବୀରଙ୍କ ସମେତ ୨୯୭୨ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇଥିବା ଆଇଏନଏସ ଚିଲିକା ପକ୍ଷରୁ ସୂଚନା ମିଳିଛି।

ଉକ୍ତ ପ୍ୟାରେଡକୁ ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ ଭାଇସ ଆଡମିରାଲ ଭି ଶ୍ରୀନିବାସ ପରିଚାଳନା କରିବାକୁ ଥିବାବେଳେ ପିଭିଏସଏମ, ଏଭିଏସଏମ, ଭିଏସଏମ, ଏଡିସି, ଏନଏମ, ବରିଷ୍ଠ ନୌସେନା ଅଧିକାରୀ, କ୍ରୀଡା ବ୍ୟକ୍ତି ବିଶେଷ, ଅଗ୍ନିବୀର ଅଭିଭାବକ ପ୍ରମୁଖ ଯୋଗଦେଇ ଆଗ୍ନିଭର୍ସ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେବେ।

ଏହି ଅବସରରେ ଚିଲିକା ନୋସେନା ମୁଖ୍ୟ ବି ଦୀପକ ଅନୀଲ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଆଗ୍ନିଭର୍ସଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମ ରହିଛି।

'ଅଗ୍ନିବୀର ଆଇଏନଏସ ଚିଲିକା ପାସିଙ୍ଗ ଆଉଟ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Latest News

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025

SIR ଉପରେ ECIର ବଡ଼ ନିଷ୍ପତ୍ତି, ଏବେ ସାରା ଦେଶରେ କରାଯିବ ଭୋଟର ତାଲିକା ସଂଶୋଧନ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.