Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଳିବ ରୋଜଭ୍ୟାଲି ଚିଟଫଣ୍ଡ ଟଙ୍କା, ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କଲେ ସରକାର
ଆଜିର ଖବର

ମିଳିବ ରୋଜଭ୍ୟାଲି ଚିଟଫଣ୍ଡ ଟଙ୍କା, ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କଲେ ସରକାର

April 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ChitFund
ମିଳିବ ରୋଜଭ୍ୟାଲି ଚିଟଫଣ୍ଡ ଟଙ୍କା, ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କଲେ ସରକାର

ନୂଆଦିଲ୍ଲୀ: ରୋଜଭ୍ୟାଲି ଚିଟଫଣ୍ଡରେ ବୁଡିଯାଇଥିବା ଟଙ୍କା ମିଳିବାର ସମ୍ଭାବନା ଦେଖାଦେଇଛି। କାରଣ ଗତକାଲି କେନ୍ଦ୍ର ସରକାର ଏହି କଂପାନୀର ଜବତ ହୋଇଥିବା ବିଭିନ୍ନ ସୁତ୍ରରୁ ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କରିଛନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆସେଟସ୍ ଡିସ୍‌ପୋଜାଲ କମିଟି ବା ଏଡିସିର ଅଧ୍ୟକ୍ଷଙ୍କ ନିକଟରେ ଚେକ ଜମା କରିଛନ୍ତି।

କୋଲକାତାର ରୋଜଭ୍ୟାଲି କଂପାନୀ ଲୋକମାନଙ୍କୁ ବଡ ଆଶା ଦେଖାଇ ପଶ୍ଚିମବଂଗ ଏବଂ ଓଡିଶାରୁ କୋଟିକୋଟି ଟଙ୍କା ଠକି ନେଇଥିଲା। ପରେ ସିବିଆଇ ତଦନ୍ତରେ ତାହା ଜଣାପଡିବା ପରେ କଂପାନୀ ମାଲିକ ସହ ବହୁ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବର୍ତ୍ତମାନ ଅର୍ଥବିଭାଗ ଟଙ୍କା ପ୍ରଦାନ କରିବା ପରେ ଓଡିଶା ଜମାକାରୀ ଟଙ୍କା ପାଇବେ ବୋଲି ଆଶା କରାଯାଉଛି।

chitfund ଚିଟ ଫଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026
Latest News

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.