PSL ଛାଡି ଭାରତକୁ ଆସିଥିବା ଖେଳାଳିଙ୍କୁ ଆଇପିଏଲ୍ ଡେବ୍ୟୁ, ମୁମ୍ବାଇ ଇଣ୍ଡିଆନ୍ସ ଦେଲା ସୁଯୋଗ

Published: Apr 27, 2025, 3:37 pm IST

ନୂଆଦିଲ୍ଲୀ: ୨୦୨୫ ଆଇପିଏଲ୍ ର ୪୫ ତମ ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଜଣେ ଖେଳାଳିଙ୍କୁ ସୁଯୋଗ ଦେଇଛି, ଯିଏ ପାକିସ୍ତାନ ସୁପର ଲିଗ୍ ଛାଡି ଇଣ୍ଡିଆନ୍ ପ୍ରିମିୟର ଲିଗ୍ କୁ ଚୟନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଖେଳାଳି କର୍ବିନ ବୋଶ ଆଜି ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ସହ ଆଇପିଏଲରେ ପ୍ରବେଶ କରିଛନ୍ତି।

Related posts