ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ କେମିକାଲ ଭର୍ତ୍ତି ଟ୍ୟାଙ୍କରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ସିଗାଚି କେମିକାଲରେ ଘଟିଛି। blast
ବିହାର ପରି ଝାଡ଼ଖଣ୍ଡରେ ମଧ୍ୟ ଭାଙ୍ଗିଯିବ କି ଇଣ୍ଡିଆ ମେଣ୍ଟ?: ଜେଏମ୍ଏମ୍ ର ଅସନ୍ତୋଷ ପରେ ଚର୍ଚ୍ଚା ଆରମ୍ଭOctober 21, 2025