Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ସୋରଡା ବେଲଗୁଣ୍ଠାର ବହୁ ବିଜେଡି ନେତା ଓ କର୍ମୀ 
ଆଜିର ଖବର

କଂଗ୍ରେସରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ସୋରଡା ବେଲଗୁଣ୍ଠାର ବହୁ ବିଜେଡି ନେତା ଓ କର୍ମୀ 

July 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
comgress
କଂଗ୍ରେସରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ସୋରଡା ବେଲଗୁଣ୍ଠାର ବହୁ ବିଜେଡି ନେତା ଓ କର୍ମୀ 

ଭୁବନେଶ୍ବର: ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଲକର ୨୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ କହିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବ ଜନନାୟକ ତଥା ଲୋକସଭାର ବିରୋଧ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ଯକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଆଜି ସୋରଡ଼ା ବିଧାନ ସଭାର ସରପଞ୍ଚ ଗୌଡ଼ଗୋଠ ଗ୍ରାମ ପଞ୍ଚାୟତର ସରୋଜ ମଲ୍ଲିକ, ସମିତିସଭ୍ୟ ଗୌଡ଼ଗୋଠ ଗ୍ରାମପଞ୍ଚାୟତର କାମେଶ୍ଵର ମଲ୍ଲିକ, ପୂର୍ବତନ ନାୟକ ସରପଞ୍ଚ ଗୌଡ଼ଗୋଠ ଗ୍ରାମପଞ୍ଚାୟତର ଶ୍ୟାମ ମଲ୍ଲିକ, ନାୟବ ସରପଞ୍ଚ ଗୌଡ଼ଗୋଠ କାମଦାସ ସବର, ବାଳକୃଷ୍ଣ ମଲ୍ଲିକ ସମିତି ସଭ୍ୟ ବଡ଼ଗୋଛାର ସାଲିମା ଗ୍ରାମ ଖ୍ରୀଷ୍ଟିଆନ କମ୍ୟୁନିଟି ଲିଡର ଗୋଛା ନିରଞ୍ଜନ ନାୟକ, କୁଇ ସମାଜ ଯୁବ ସଭାପତି ଓ ବନମାଳି ମଲ୍ଲିକ।

ସେହିପରି ପୂର୍ବତନ ୱାର୍ଡମେମ୍ବର ଦିଲ୍ଲିପ ରଣଷଣ୍ଢ, ଅନଙ୍ଗବଡ଼ ସେଠ ଚର୍ଜ କାଉନସିଲ ମେମ୍ବର, ସାଲିମା ଗୋଛା, ମେରିକୋଟ ଗ୍ରାମ ପଞ୍ଚାୟତ ଯୁବ ସଭାପତି, ଜିତେନ୍ଦ୍ର କୁମାର, ମେମ୍ବର ଗୌଡ଼ଗୋଠ ଗ୍ରାମ ପଞ୍ଚାୟତ ର ଅରବିନ୍ଦ ମଲ୍ଲିକ ୱାର୍ଡ, ପାଣ ଖୀଷ୍ଟ୍ରିଆ କୁମ୍ୟୁନିଟି ସଭାପତି ତାନିୟଲ ନାୟକ, ସୋରା ସମାଜ, ଯୁବ ସଭାପତି ଗୌଡ଼ଗୋଠ ଗ୍ରାମପଞ୍ଚାୟତର ପୂର୍ଣ ଶବର, ସେହିପରି ବେଲଗୁଣ୍ଠା ର ପୂର୍ବତନ ସାଂସଦ ପ୍ରତିନିଧୂ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ପୂର୍ବତନ ସମିତିସଭ୍ୟ ନାଟେଙ୍ଗା ଗ୍ରାମପଞ୍ଚାୟତର ଦେବେନ୍ଦ୍ର କୁମାର ଗୌଡ଼, ସରପଞ୍ଚ ନାଟେଙ୍ଗା ଗ୍ରାମପଞ୍ଚାୟତର ଶ୍ରୀମତୀ ସୁପ୍ରଭା ଗୌଡ଼, ସମିତି ସଭ୍ୟ ନାଟେଙ୍ଗା ଗ୍ରାମ ପଞ୍ଚାୟତର ରାଜୀବ ଲୋଚନ ନାୟକ, ନାଏବ ସରପଞ୍ଚ ନାଟେଙ୍ଗା ଗ୍ରାମପଞ୍ଚାୟତର ଅକ୍ଷୟ କୁମାର ଗୌଡ଼ ପ୍ରମୁଖ ଶତାଧିକ ବିଜେଡ଼ି କର୍ମୀ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।

ଆଜିର ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦାସରଥ୍ ଗମାଙ୍ଗୋ, ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସଂଯୋଜ ଦେବକାନ୍ତ ଶର୍ମା, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ପ୍ରଧାନ, ସୋରଡ଼ା ବିଧାୟକ ପ୍ରାର୍ଥୀ ହରେକୃଷ୍ଣ ରଥ, ବିଧାୟକ ପ୍ରାର୍ଥୀ ଖଲ୍ଲିକୋଟ ଚିତ୍ରସେନ ବେହେରା ଓ ଭଞ୍ଜନଗରର କୁଲୁ ଭୂୟାଁ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

କଂଗ୍ରେସ ମିଶ୍ରଣ ପର୍ବ ବେଲଗୁଣ୍ଠା ସୋରଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.