Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ଆଜି ଘଟଣା ସ୍ଥଳ ଯିବ କଂଗ୍ରେସ ଟିମ
ଆଜିର ଖବର

କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ଆଜି ଘଟଣା ସ୍ଥଳ ଯିବ କଂଗ୍ରେସ ଟିମ

August 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମହତ୍ୟା
କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ ଆଜି ଘଟଣା ସ୍ଥଳ ଯିବ କଂଗ୍ରେସ ଟିମ

ଭୁବେନଶ୍ବର: ରାଜ୍ୟରେ ନାରୀ ନିର୍ଯାତନା ଅଣାୟତ୍ତ ହୋଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନ କରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି।

ଏଥି ନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ୮ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ପିସିସି ଉପସଭାପତି ଶ୍ରୀମତୀ ସସ୍ମିତା ବେହେରା ଅଧ୍ୟକ୍ଷା ରହିଥିବା ବେଳେ ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ପିସିସି ମୁଖପାତ୍ର ସୋନାଲି ସାହୁ, ଡ଼ ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପିସିସି ପାନେଲିଷ୍ଟ ଅମ୍ରିତା ଦାସ ଓ ମଧୁସ୍ମିତା ଆଚାର୍ଯ୍ୟ ସଦସ୍ୟା ଭାବରେ ରହିଛନ୍ତି। ସେମାନେ ଆସନ୍ତାକାଲି ଅଗଷ୍ଟ ୭ ତାରିଖ, ଗୁରୁବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ପିସିସି କାର୍ଯାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Congress କଂଗ୍ରେସ କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପରେ ଅଭିଷେକ ଶର୍ମାଙ୍କ ସହ କିଏ ଓପନିଂ କରିବେ?: ଜାଣନ୍ତୁ ଏହି 3ଟି ବିକଳ୍ପ

August 7, 2025

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଅନ୍ ଲାଇନ୍ ପଞ୍ଜୀକରଣ ବୁକିଂ ଶେଷ

August 7, 2025

ଆଇସିସିର ସ୍ୱତନ୍ତ୍ର ପୁରସ୍କାର ପାଇଁ ଶୁଭମନ ଗିଲ୍ ମନୋନୀତ, ବେନ୍ ଷ୍ଟୋକ୍ସ ମଧ୍ୟ ଦାବିଦାରଙ୍କ ମଧ୍ୟରେ ସାମିଲ

August 7, 2025

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

August 7, 2025
Latest News

ଏସିଆ କପରେ ଅଭିଷେକ ଶର୍ମାଙ୍କ ସହ କିଏ ଓପନିଂ କରିବେ?: ଜାଣନ୍ତୁ ଏହି 3ଟି ବିକଳ୍ପ

August 7, 2025

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଅନ୍ ଲାଇନ୍ ପଞ୍ଜୀକରଣ ବୁକିଂ ଶେଷ

August 7, 2025

ଆଇସିସିର ସ୍ୱତନ୍ତ୍ର ପୁରସ୍କାର ପାଇଁ ଶୁଭମନ ଗିଲ୍ ମନୋନୀତ, ବେନ୍ ଷ୍ଟୋକ୍ସ ମଧ୍ୟ ଦାବିଦାରଙ୍କ ମଧ୍ୟରେ ସାମିଲ

August 7, 2025

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ମା ଓ ଶିଶୁଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଅଙ୍ଗନବାଡ଼ି ଦିଦିମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

August 7, 2025

ଭାରତର ହସ୍ତତନ୍ତ ଶିଳ୍ପ, ହଜାର ହଜାର ବର୍ଷର ଐତିହ୍ୟ, ସମୃଦ୍ଧ କରିଛି ଦେଶର ଅର୍ଥନୀତି

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.