Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ଶୁଭଚ୍ଛୋ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ଶୁଭଚ୍ଛୋ ଜଣାଇଲେ ପ୍ରଧାନମନ୍ତ୍ରୀ

August 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜଳ ଜୀବନ ମିଶନ
ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ଶୁଭଚ୍ଛୋ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହା ଏକ ପ୍ରମୁଖ ପଦକ୍ଷେପ ଯାହା ବ୍ୟକ୍ତିଗତ ଘରୋଇ ଟ୍ୟାପ ସଂଯୋଗ ମାଧ୍ୟମରେ ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରି ସମଗ୍ର ଭାରତରେ ଲକ୍ଷ ଲକ୍ଷ ପରିବାରରେ ପରିବର୍ତ୍ତନ ଆଣିଛି।

୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ମାତ୍ର କିଛି ବର୍ଷ ମଧ୍ୟରେ ୧୫ କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ସରକାରଙ୍କ ପ୍ରତିବଦ୍ଧତାର ଆଧାର ପାଲଟିଛି। ଫଳରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ସମ୍ପ୍ରଦାୟ ସଶକ୍ତ ହୋଇଛି ଏବଂ ଅଗଣିତ ସ୍ୱପ୍ନ ସାକାର ହୋଇଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଯୋଜନା କେବଳ ଗ୍ରାମୀଣ ଭାରତରେ ଜୀବନକୁ ଉନ୍ନତ କରିନାହିଁ ବରଂ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି, ବିଶେଷକରି ମହିଳାମାନେ – ଦେଶର ନାରୀ ଶକ୍ତି ଲାଭାନ୍ୱିତ ହୋଇଛନ୍ତି।

ଏକ୍ସରେ ମାଇଗଭ୍‌ଇଣ୍ଡିଆ ପକ୍ଷରୁ କରାଯାଇଥିବା ପୃଥକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;

“ଆମେ ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତୀ ପାଳନ କରୁଛୁ। ଏହା ଏପରି ଏକ ଯୋଜନା ଯାହା ମର୍ଯ୍ୟାଦା ଏବଂ ଜୀବନକୁ ପରିବର୍ତ୍ତନ କରିବା ଉପରେ କେନ୍ଦୀତ। ଏହା ବିଶେଷକରି ଆମର ନାରୀ ଶକ୍ତି ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ମଧ୍ୟ ସୁନିଶ୍ଚିତ କରିଛି।”

“ସମଗ୍ର ଭାରତରେ ଜଳ ଜୀବନ ମିଶନର ସ୍ଥାୟୀ ପ୍ରଭାବର ଏକ ଝଲକ।

ଛଅ ବର୍ଷ ପୂର୍ତ୍ତି ଜଳ ଜୀବନ ମିଶନ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିବ ସୁଯୋଗ!

August 18, 2025

ଭାରତ ସହିତ ସମ୍ପର୍କ ନଷ୍ଟ କରିବା ଟ୍ରମ୍ପଙ୍କ ପାଇଁ ବଡ଼ ଭୁଲ ପ୍ରମାଣିତ ହେବ: ଆମେରିକୀୟ ଲେଖକ

August 18, 2025

ଡିପିଏସ୍ ଦ୍ୱାରକା ସମେତ ୩ଟି ସ୍କୁଲକୁ ବୋମା ଧମକ

August 18, 2025

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025
Latest News

ଏସିଆ କପ୍: ଶୁଭମନ ଗିଲଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ମିଳିବ ସୁଯୋଗ!

August 18, 2025

ଭାରତ ସହିତ ସମ୍ପର୍କ ନଷ୍ଟ କରିବା ଟ୍ରମ୍ପଙ୍କ ପାଇଁ ବଡ଼ ଭୁଲ ପ୍ରମାଣିତ ହେବ: ଆମେରିକୀୟ ଲେଖକ

August 18, 2025

ଡିପିଏସ୍ ଦ୍ୱାରକା ସମେତ ୩ଟି ସ୍କୁଲକୁ ବୋମା ଧମକ

August 18, 2025

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.