Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶ ବଳିଦାନ ଦିବସ ଉପଲକ୍ଷେ ବିଶାଳ ଗଣଦୌଡ଼
ଆଜିର ଖବର

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶ ବଳିଦାନ ଦିବସ ଉପଲକ୍ଷେ ବିଶାଳ ଗଣଦୌଡ଼

August 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶାଳ ଗଣଦୌଡ଼
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶ ବଳିଦାନ ଦିବସ ଉପଲକ୍ଷେ

ଭୁବନେଶ୍ଵର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶ ବଳିଦାନ ଦିବସ ଉପଲକ୍ଷେ ଭୁବନେଶ୍ବରରେ ଏକ ବିଶାଳ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣଦୌଡ଼ରେ ସାଧୁସନ୍ଥଙ୍କ ସହ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ, ଯୁବ ବିଜେପି ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଗଣଦୌଡ଼ରେ ସାମିଲ ହୋଇ ଯୁବବର୍ଗଙ୍କୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ଏହି ଗଣଦୌଡ଼ ପ୍ରଦର୍ଶନୀ ପଡ଼ିଆରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଦେଇ ପୁଣିଥରେ ପ୍ରଦର୍ଶନୀ ପଡ଼ିଆଠାରେ ପହଞ୍ଚିଥିଲା। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଧରିବା ଲାଗି ଯାହା ଆବଶ୍ୟକ ସେ ଦିଗରେ ସରକାର ପଦକ୍ଷେପ ନେବେ ବୋଲି ରାଜନେତାମାନେ କହିଥିଲେ।

ବଳିଦାନ ଦିବସ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏଏନଏମ ପରୀକ୍ଷା ବାତିଲ ନେଇ ରାଗିଲେ ନବୀନ ପଟ୍ଟନାୟକ, କହିଲେ….

December 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଏଣିକି କନ୍ୟା ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା, ଜାଣନ୍ତୁ କଣ କରିବେ

December 6, 2025

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025
Latest News

ଏଏନଏମ ପରୀକ୍ଷା ବାତିଲ ନେଇ ରାଗିଲେ ନବୀନ ପଟ୍ଟନାୟକ, କହିଲେ….

December 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଏଣିକି କନ୍ୟା ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା, ଜାଣନ୍ତୁ କଣ କରିବେ

December 6, 2025

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.