Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରକାଶ ମିଶ୍ର
ଆଜିର ଖବର

ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରକାଶ ମିଶ୍ର

September 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Prakash Mishra, Advisor to CMO
Prakash Mishra, Advisor to CMO, speaks on Drone flying over Srimandir

ପୁରୀ: ପୁରୀ ପୁଲିସ ରିଜର୍ଭଲାଇନ ସମ୍ମିଳନୀ କକ୍ଷରେ ଜିଲ୍ଲା ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ ସଂଘର ଅଷ୍ଟାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଯେ, ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଅବିରତ ଭାବେ ଏକତା ଓ ସେବା ଭାବନାର ନିର୍ଦ୍ଦଶନ ଦେଇ ଆଗାମୀ ପିଢିଙ୍କୁ ଅନୁପ୍ରାଣିତ କରୁଛନ୍ତି। ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବା ଏବଂ ଡ୍ରୋନଦ୍ବାରା ବିଭିନ୍ନ କାର୍ଯ୍ୟ ହେବାନେଇ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିଥିଲେ।

ଏହି ଉତ୍ସବରେ ପୁଲିସ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ପୁରୀ ଜିଲ୍ଲାସଂଘ ସଭାପତି ପି.ଚିଟି ରାୟ ପ୍ରମୁଖ ଉପସ୍ଥିତ ଥିଲେ।

BJP Ads
Advisor to CMO Drone flying Prakash Mishra Puri srimandir
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025

Bihar Election 2025: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ, ୧୨୧ ଆସନ ପାଇଁ ହେବ ଭୋଟ୍ ଗ୍ରହଣ

November 5, 2025

Vande Mataram: ୧୫୦ ବର୍ଷ ପୂର୍ତି ଅବସରରେ ନଭେମ୍ବର ୭ ରୁ ୨୬ ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”

November 5, 2025

Boita Bandana in Delhi: ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

November 5, 2025
BJP Ads
Latest News

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025

Bihar Election 2025: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ, ୧୨୧ ଆସନ ପାଇଁ ହେବ ଭୋଟ୍ ଗ୍ରହଣ

November 5, 2025

Vande Mataram: ୧୫୦ ବର୍ଷ ପୂର୍ତି ଅବସରରେ ନଭେମ୍ବର ୭ ରୁ ୨୬ ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”

November 5, 2025

Boita Bandana in Delhi: ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

November 5, 2025

Nuapada ByElection: ବିଜେଡିକୁ ଟାର୍ଗେଟ କଲା ବିଜେପି, ବରିଷ୍ଠ ନେତା ବସନ୍ତ ପଣ୍ଡା କହିଲେ….

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.