Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଝାରପଡ଼ା ଜେଲରୁ ବାହାରିଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ
ରାଜ୍ୟ ଖବର

ଝାରପଡ଼ା ଜେଲରୁ ବାହାରିଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ

September 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଝାରପଡ଼ା ଜେଲରୁ ବାହାରିଲେ
ଝାରପଡ଼ା ଜେଲରୁ ବାହାରିଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଝାରପଡା ଜେଲରୁ ଜାମିନରେ ମୁକୁଳିଛନ୍ତି। ଜେଲରୁ ବାହାରିବା ସମୟରେ ବହୁ ଛାତ୍ର ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିବା ସହ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ସହର ପରିକ୍ରମା କରାଇଥିଲେ।

ଏକ ଦୁଷ୍କର୍ମ ମାମଲାରେ ଉଦିତ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଜେଲରୁ ବାହାରିବା ପରେ ସେ କହିଛନ୍ତି ଯେ, କଂଗ୍ରେସରୁ ନିଲମ୍ବନ ପ୍ରତ୍ୟାହାର ହେବା ପରେ ମୁଁ କଂଗ୍ରେସ ଭବନକୁ ଯିବି, କାର୍ଯ୍ୟ କରିବି। ସେ ଆହୁରି କହିଛନ୍ତି ପୁଲିସର ଦାୟିତ୍ୱ ଥିଲା ତଦନ୍ତ କରିବା । ରେଜିଷ୍ଟର ଚେକ କରାଯାଇନାହିଁ କିମ୍ବା କଲ୍ ସିଡ଼ିଆର ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇନାହିଁ ।

ଚାରିମାସ ତଳର ଘଟଣା ଯଦି ସିସିଟିଭି ଚେକ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସାଙ୍ଗକୁ ବିଜେପି ସରକାର ବଳାତ୍କାରୀ ବୋଲି କହିଛନ୍ତି ଉଦିତ । ନିଜ ଚରିତ୍ରକୁ ଲୁଚେଇବାକୁ ଜଣେ ଭଉଣୀଙ୍କୁ ସେମାନେ ମୋହରା କରି ବ୍ୟବହାର କରିଛନ୍ତି। ବିଜେପି ଚକ୍ରାନ୍ତ କରି ମୋତେ ଫସେଇଛି । ସୌମ୍ୟଶ୍ରୀ ଘଟଣାରେ କଂଗ୍ରେସର ଆନ୍ଦୋଳନ ପାଇଁ ବଦନାମ କରିବାକୁ ଚକ୍ରାନ୍ତ କରିଥିଲା ବିଜେପି । ଦଳ ଯେଉଁ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେ ସମୟରେ ତାହା ଠିକ ଥିଲା । ଝାଳ ରକ୍ତ ଦେଇଛୁ ଦଳ ପାଇଁ, ଆଗାମୀ ଦିନରେ ଦଳରେ ପୁଣି ଯୋଗ ଦେଇ କାମ କରିବି ବୋଲି ସେ କହିଛନ୍ତି ।

Read More-NEXT Enters India with First Store in Pune, Plans 50 Outlets by 2030

ଉଦିତ ପ୍ରଧାନ ଛାତ୍ର କଂଗ୍ରେସ ଝାରପଡ଼ା ଜେଲରୁ ବାହାରିଲେ ଉଦିତ
Share. Facebook Twitter LinkedIn Email WhatsApp Copy Link

Related Posts

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025

ଭାରତ ପାଇଁ ଖୁସି ଖବର: ଚୀନ୍, ପାକିସ୍ତାନ ଏବଂ ଆମେରିକାକୁ ଲାଗିବ ଝଟକା

September 20, 2025
Latest News

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025

ଭାରତ ପାଇଁ ଖୁସି ଖବର: ଚୀନ୍, ପାକିସ୍ତାନ ଏବଂ ଆମେରିକାକୁ ଲାଗିବ ଝଟକା

September 20, 2025

କେବେ ଭାବନ୍ତୁ ନାହିଁ ଯେ, ସବୁ ସ୍ଥାନରେ ଭଲ ଲୋକ ଥିବେ: ଆଚାର୍ଯ୍ୟ ଚାଣକ୍ୟ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.