Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଜାତୀୟ ଖବର

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୫’ ଅବସରରେ ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡ୍ ଏବଂ ଇଲେକ୍ଟ୍ରିସିଆନ୍ ଟ୍ରେଡ୍‌ରେ ‘ଅଲ୍ ଇଣ୍ଡିଆ ଟପର ଆୱାର୍ଡ–୨୦୨୫’ ପ୍ରାପ୍ତ କରିଥିବା ପ୍ରମୋଦ ଦଳପତି, ଛାତ୍ର, ସରକାରୀ ଆଇ.ଟି.ଆଇ., ଫୁଲବାଣୀ (କନ୍ଧମାଳ) ଏବଂ ଜିତେନ୍ଦ୍ର ପ୍ରଧାନ, ପୂର୍ବତନ ଛାତ୍ର, ସରକାରୀ ଆଇ.ଟି.ଆଇ., ହିଞ୍ଜିଳିକାଟୁ (ଗଞ୍ଜାମ) ଙ୍କୁ ଓଡ଼ିଶା ଆଇ.ଟି.ଆଇ. ଷ୍ଟାଫ୍ ଆସୋସିଏସନର ସାଧାରଣ ସମ୍ପାଦକ ଓ ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ସଭାପତି ବିଜୟ ମଲ୍ଲ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପୁରା ଓଡ଼ିଶାର କର୍ମଚାରୀ ତରଫରୁ ତାଙ୍କ ଆଗାମୀ ଦିନର ଆହୁରି ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହୃଦୟପୂର୍ଣ୍ଣ ଶୁଭକାମନା।

ଏହି ଅଭୁଲାର୍ଥ ସଫଳତା ହେଉଛ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନ ଓ ମାନ୍ୟବର ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱର ଫଳ। ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ଯୁବ ସଶକ୍ତିକରଣ ଉଦ୍ୟମର ଏକ ଦୃଢ ପ୍ରତୀକ।

ଆମ ବିଶ୍ୱାସ ଆଗାମୀ ଦିନରେ ଓଡ଼ିଆ ଯୁବବର୍ଗ ଦକ୍ଷ, ସଶକ୍ତ ଓ ଆତ୍ମନିର୍ଭର ହୋଇ ବିକଶିତ ଭାରତ ଗଢ଼ିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦୁହେଁ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଅଭିନନ୍ଦନ କରିଛନ୍ତି। ତାଙ୍କ ଅଦମ୍ୟ ପରିଶ୍ରମ, ନିଷ୍ଠା ଓ ସମର୍ପଣ ଓଡ଼ିଶାକୁ ଗର୍ବିତ କରିଛି ଓ ଅନ୍ୟ ଯୁବପିଢ଼ୀ ପାଇଁ ପ୍ରେରଣା ହୋଇ ରହିବ।

ଆଇ.ଟି.ଆଇ. ଟପର କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୫ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏଏନଏମ ପରୀକ୍ଷା ବାତିଲ ନେଇ ରାଗିଲେ ନବୀନ ପଟ୍ଟନାୟକ, କହିଲେ….

December 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଏଣିକି କନ୍ୟା ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା, ଜାଣନ୍ତୁ କଣ କରିବେ

December 6, 2025

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025
Latest News

ଏଏନଏମ ପରୀକ୍ଷା ବାତିଲ ନେଇ ରାଗିଲେ ନବୀନ ପଟ୍ଟନାୟକ, କହିଲେ….

December 6, 2025

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଏଣିକି କନ୍ୟା ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା, ଜାଣନ୍ତୁ କଣ କରିବେ

December 6, 2025

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.