Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମବଙ୍ଗରେ ପୀଡିତା ଓଡ଼ିଆ ଝିଅ, ତାଙ୍କ ମା ଓ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ସହିତ କଣ କଥା ହେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ପଶ୍ଚିମବଙ୍ଗରେ ପୀଡିତା ଓଡ଼ିଆ ଝିଅ, ତାଙ୍କ ମା ଓ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ସହିତ କଣ କଥା ହେଲେ ମୁଖ୍ୟମନ୍ତ୍ରୀ

October 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମବଙ୍ଗରେ ପୀଡିତା ଓଡ଼ିଆ ଝିଅ
ପଶ୍ଚିମବଙ୍ଗରେ ପୀଡିତା ଓଡ଼ିଆ ଝିଅ, ତାଙ୍କ ମା ଓ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ସହିତ କଣ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପଶ୍ଚିମ ବଙ୍ଗର ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଓଡ଼ିଆ ଝିଅ, ତାଙ୍କ ମା ଏବଂ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି।

ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅଙ୍କୁ କହିଛନ୍ତି ‘ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି।’ ଝିଅ ଯେପରି ଶୀଘ୍ର ସୁସ୍ଥ ହେବ ଏବଂ ସାମାନ୍ୟ ଜୀବନ ଯାପନ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ପୀଡ଼ିତାଙ୍କ ମା ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ଏ କ୍ଷେତ୍ରରେ ଅପରାଧୀ ମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ।

ସେଠାରେ ଉପସ୍ଥିତ ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରିବା କରି ଝିଅକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହିତ, ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମ୍ ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସଂପୃକ୍ତ ପୀଡ଼ିତା ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ।

Amit Shah Kicks Off ₹4 Lakh Cr. Projects in Rajasthan

ପଶ୍ଚିମବଙ୍ଗରେ ପୀଡିତା ଓଡ଼ିଆ ଝିଅ
Share. Facebook Twitter LinkedIn Email WhatsApp Copy Link

Related Posts

ଜମ୍ମୁ କାଶ୍ମୀରରେ ସେନାର ବଡ଼ ଅଭିଯାନ: ଦୁଇ ଆତଙ୍କବାଦୀ ନିହତ, ଅପରେସନ ଜାରି

October 14, 2025

ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

October 14, 2025

Nuapada Bypoll: ଆସନ୍ତା 16 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ଜୟ ଢୋଲକିଆ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

October 14, 2025

ନୂତନ ମୋଡ଼ ନେଲା ଜୀ-ସାର୍ଥକରେ ମେଗା ଧାରାବାହିକ ‘ଭାଗ୍ୟରେଖା’

October 14, 2025
Latest News

ଜମ୍ମୁ କାଶ୍ମୀରରେ ସେନାର ବଡ଼ ଅଭିଯାନ: ଦୁଇ ଆତଙ୍କବାଦୀ ନିହତ, ଅପରେସନ ଜାରି

October 14, 2025

ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

October 14, 2025

Nuapada Bypoll: ଆସନ୍ତା 16 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ଜୟ ଢୋଲକିଆ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

October 14, 2025

ନୂତନ ମୋଡ଼ ନେଲା ଜୀ-ସାର୍ଥକରେ ମେଗା ଧାରାବାହିକ ‘ଭାଗ୍ୟରେଖା’

October 14, 2025

ସହରରୁ ବାହାରୁଥିବା ଆବର୍ଜନା ଏଣିକି ସଡକ ନିର୍ମାଣରେ ବ୍ୟବହାର ହେବ, ନୀତିନ ଗଡକରୀ

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.