Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ ଖବର, ଇ-କେୱାସି କରି ନ ଥିଲେ ଆସନ୍ତା ମାସରୁ ମିଳିବନି ଚାଉଳ
ଆଜିର ଖବର

ବଡ ଖବର, ଇ-କେୱାସି କରି ନ ଥିଲେ ଆସନ୍ତା ମାସରୁ ମିଳିବନି ଚାଉଳ

October 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ ଖବର
ବଡ ଖବର, ଇ-କେୱାସି ନ କରିଥିଲେ ଆସନ୍ତା ମାସରୁ ମିଳିବନି ଚାଉଳ

ଭୁବନେଶ୍ବର: ଚାଉଳ ନେଇ ଆସିଲା ବଡ ଖବର। ତାହା ହେଲା ଯଦି ଆପଣ ଇ କେୱାସି କରି ନ ଥିବେ ତେବେ ଆର ମାସରୁ ଚାଉଳ ମିଳିପାରିବ ନାହିଁ। ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟିମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଗଣମାଧ୍ୟମକୁ କହିଛନ୍ତି, ଯେଉଁମାନେ ଇ କେୱାସି ନ କରିଛନ୍ତି ସେମାନଙ୍କୁ ଚାଉଳ ଯୋଗାଣ ବନ୍ଦ ରହିବ। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ଲୋକ ଇ-କେୱାସି କରି ନାହାଁନ୍ତି।

ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇକେୱାସି ପ୍ରଚଳନ କରାଯାଇଥିଲା। ଏହାଦ୍ବାରା ଯୋଗ୍ୟ ହିତାଧିକାରୀ ଚାଉଳ ପାଇପାରିବେ ଅଯୋଗ୍ୟ ବାଦ ପଡିବେ। ସେହି ହିସାବରେ ୨୦ ଲକ୍ଷ ହିତାଧିକାରୀ ଏହି ସୁବିଧାରୁ ବାଦ ପଡିପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ବର୍ତ୍ତମାନ ଯେଉଁ ହିତାଧିକାରୀ ବାଦ ପଡିବେ ସେମାନେ ଲିଖିତ ଭାବେ ଦେଲେ ତାଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଇ-କେୱାସି କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଖବର
Share. Facebook Twitter LinkedIn Email WhatsApp Copy Link

Related Posts

ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କଲା ଦାବୀ

October 14, 2025

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

October 14, 2025

ସୋନିକ୍ ସମନ୍ୱିତ ଲଜିଷ୍ଟିକ୍ସ ହବ୍ ଉଦଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 14, 2025

ବସ୍‌ରେ ଭୀଷଣ ଅଗ୍ନିକାଣ୍ଡ, ୨୦ ଯାତ୍ରୀଙ୍କର ମୃତ୍ୟୁ ଆଶଙ୍କା

October 14, 2025
Latest News

ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କଲା ଦାବୀ

October 14, 2025

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

October 14, 2025

ସୋନିକ୍ ସମନ୍ୱିତ ଲଜିଷ୍ଟିକ୍ସ ହବ୍ ଉଦଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 14, 2025

ବସ୍‌ରେ ଭୀଷଣ ଅଗ୍ନିକାଣ୍ଡ, ୨୦ ଯାତ୍ରୀଙ୍କର ମୃତ୍ୟୁ ଆଶଙ୍କା

October 14, 2025

ବିଜେପିରେ ଯୋଗଦେଲେ ମୈଥିଳୀ ଠାକୁର: ଜାଣନ୍ତୁ କେଉଁଠୁ ଲଢିବେ ନିର୍ବାଚନ?

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.