ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଧନତେରାସ। ଏହି ଅବସରରେ ସାରା ଦେଶ କିଣିବିକା ନେଇ ବେଶ ଉତ୍ସବ ମୁଖ୍ୟର ହୋଇଉଠିଛି। ଆଜି ସୁନା ରୂପେ ଜିନିଷ କିଣିଲେ ସାରା ବର୍ଷ ଶୁଭଦାୟକ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଅଳଙ୍କାର ଦୋକାନରେ ବେଶ ଭିଡ ପରିଲକ୍ଷିତ ହୋଇଥାଏ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, “ଏହି ପବିତ୍ର ଅବସରରେ, ମୁଁ ସମସ୍ତଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ପ୍ରଭୁ ଧନ୍ୱନ୍ତରୀ ସମସ୍ତଙ୍କ ଉପରେ ତାଙ୍କର ପ୍ରଚୁର ଆଶୀର୍ବାଦ ପ୍ରଦାନ କରନ୍ତୁ”ବୋଲି ଶ୍ରୀ ମୋଦୀ କହିଛନ୍ତି।
ହିନ୍ଦିରେ ମୋଦୀ ଲେଖିଛନ୍ତି ଯେ, “देश के मेरे सभी परिवारजनों को धनतेरस की अनेकानेक शुभकामनाएं। इस पावन अवसर पर मैं हर किसी के सुख, सौभाग्य और आरोग्य की कामना करता हूं। भगवान धन्वंतरि सबको अपना भरपूर आशीर्वाद दें।”
देश के मेरे सभी परिवारजनों को धनतेरस की अनेकानेक शुभकामनाएं। इस पावन अवसर पर मैं हर किसी के सुख, सौभाग्य और आरोग्य की कामना करता हूं। भगवान धन्वंतरि सबको अपना भरपूर आशीर्वाद दें।
— Narendra Modi (@narendramodi) October 18, 2025