Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?
ଆଜିର ଖବର

Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?

November 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Kanji Anla Nabam
Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?

Kanji Anla Nabami: ଆଜି ହେଉଛି କାଞ୍ଜିଅଁଳା ନବମୀ। ପ୍ରଥମାଷ୍ଟମୀ ପରେ ପଡେ ଏହି କାଞ୍ଜିଅଁଳା ନବମୀ। ଏହି ପୂଜାର ବିଶେଷତ୍ବ ହେଲା ଯେ, ଏଥିରେ ଏକ ପିତାଶୁଖୁଆଙ୍କୁ ପୂଜା କରାଯାଏ। ସତକଥା, ଏହି ପୂଜାର ବିଧୀ ରହିଛି ଏହିପରି। ଏହି ନବମୀରେ ମହିଳାମାନେ ଏକ ପିତାଶୁଖୁଆଙ୍କୁ ହଳଦୀ କନା ଗୁଡାଇ ସିନ୍ଦୁର ଲଗାଇ ପୂଜା କରିଥାନ୍ତି। ଏହାକୁ ବୋହୂଭାବରେ ଶାଶୂମାନେ ପୂଜା କରନ୍ତି।

ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପୂର୍ବକାଳରେ ଝିଅ ଅପେକ୍ଷା ପୁଅଙ୍କ ସଂଖ୍ୟା ଅଧିକ ଥିଲା। ପୁଅ ବିବାହ ଯୋଗ୍ୟ ହେବା ପରେ ତା ପାଇଁ କନ୍ୟା ମିଳିବା କଷ୍ଟକର ଥିଲା। ଫଳରେ ବିଶ୍ବାସ ରହିଛି କାଞ୍ଜିଅଁଳା ଦିନ ଶୁଖୁଆକୁ ପାଟ ଲୁଗା ପିନ୍ଧାଇ ବୋହୂ କରି ପୂଜା କଲେ ଘରକୁ ସତସତିକା ବୋହୂ ଆସିଥାଏ। ଏହି ବିଶ୍ବାସ ପାଇଁ ବହୁ କାଳରୁ କାଞ୍ଚିଅଁଳାରେ ଶୁଖୁଆ ପୂଜା ପ୍ରଚଳିତ ଅଛି। ଏହିଦିନ କାଞ୍ଜି ଭୋଗ ମଧ୍ୟ କରାଯାଇଥାଏ।

ସେତିକି ନୁହେଁ ଏହିସମୟରେ ଏକ ଧାନ କେଣ୍ଡା ବିଲରୁ ଉପାଡି ଅଣାଯାଏ। ତାହାକୁ ଖଳାରେ ରଖାଯାଇ ଧାନକେଣ୍ଡାର ଅଳ୍ପ ଦୂରରେ ଚାରିପଟେ ଗାତ ଖୋଳାଯାଏ। ସେହି ଗାତରେ ପାଣିଢାଳି ତା ଭିତରେ ବିଲରୁ ଧରାହୋଇଥିବା ଚେଙ୍ଗ ମାଛ ଜିଅନ୍ତା ଛଡାଯାଏ। ଏହାପରେ ସେଠାରେ ଭାତ, କାଞ୍ଜି, ଶୁଖୁଆ ବୋହୁଙ୍କୁ ପୂଜା କରାଯାଇଥାଏ।

କାଞ୍ଜିଅଁଳା ହେଉଛି ଏପରି ଏକ ଦିନ ଯେଉଁଠି ଶାଶୂ ବୋହୂକୁ ପୂଜା କରିବା ସହିତ ମୁଣ୍ଡିଆ ମାରିଥାଏ। ତେବେ ଆୟୁର୍ବେଦ ମତରେ ଏହି ସମୟରେ ଶୀତ ଆସୁଥିବାରୁ କାଞ୍ଜି ଦେହପାଇଁ ବେଶ ଉପକାରୀ। ଏପରିକି ହଳଦୀପତ୍ର ପିଠା ମଧ୍ୟ ହଜମ ଶକ୍ତିକୁ ବୃଦ୍ଧି କରିଥାଏ। ସେଥିପାଇଁ ଏହି ସମୟରେ ଋତୁକୁ ଲକ୍ଷ୍ୟ କରି ଭୋଗ ପ୍ରସ୍ତୁତ ହୋଇଥାଏ।

Kanji Anla Nabam କାଞ୍ଜିଅଁଳା ନବମୀ ଶୁଖୁଆ ପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026
Latest News

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.