Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଏ ସେହି ଦେବଯାନୀ ରାଣା? ଯିଏ କି ଉପନିର୍ବାଚନରେ ବିଧାୟିକା ଭାବେ ବିଜୟ ଲାଭ କରିଛନ୍ତି
ଜାତୀୟ ଖବର

କିଏ ସେହି ଦେବଯାନୀ ରାଣା? ଯିଏ କି ଉପନିର୍ବାଚନରେ ବିଧାୟିକା ଭାବେ ବିଜୟ ଲାଭ କରିଛନ୍ତି

November 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କିଏ ସେହି ଦେବଯାନୀ ରାଣା
କିଏ ସେହି ଦେବଯାନୀ ରାଣା? ଯିଏ କି ଉପନିର୍ବାଚନରେ ବିଧାୟିକା ଭାବେ ବିଜୟ ଲାଭ କରିଛନ୍ତି

ନୂଆଦିଲ୍ଲୀ: ଦେବଯାନୀ ରାଣା କିଏ? ଯିଏ ଗତକାଲି ଜମ୍ମୁ କାଶ୍ମୀରର ନାଗ୍ରୋଟା ବିଧାନସଭା ଉପନିର୍ବାଚନରେ ବିଜେପିରୁ ​​ବିଜୟୀ ହୋଇଛନ୍ତି। ତାଙ୍କ ବିଜୟ ଭାରତୀୟ ଜନତା ପାର୍ଟିକୁ ଜମ୍ମୁ ଏବଂ କାଶ୍ମୀରର ଗୁରୁତ୍ୱପୂର୍ଣ୍ଣ ଆସନରେ ତାର ଗଡ଼ ବଜାୟ ରଖିବାରେ ସାହାଯ୍ୟ କରିଛି। ଏହି ବିଜୟ ପରେ ଦଳ ଦେବଯାନୀ ରାଣାଙ୍କ ପରି ଏକ ନୂତନ ଯୁବ ଚେହେରାକୁ ହାସଲ କରିଛି।

ଦେବଯାନୀଙ୍କ ବାପା ଦେବେନ୍ଦର ସିଂହ ରାଣାଙ୍କ ବିୟୋଗ ପରେ ସେହି ନାଗ୍ରୋଟା ଆସନ ଖାଲି ପଡିଥିଲା। ଉପନିର୍ବାଚନ ଘୋଷଣା ପରେ ବିଜେପି ତାଙ୍କ ଝିଅ ଦେବଯାନୀଙ୍କୁ ଟିକେଟ ଦେଲା। ଆଉ ଦେବଯାନୀ ୨୪୦୦୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।

ଦେବଯାନୀଙ୍କୁ ମିଳିଛି ମୋଟ ୪୨,୦୦୦ ଭୋଟ।  ତାଙ୍କ ପ୍ରତିଦ୍ବନ୍ଦି ଜେ ଆଣ୍ଡ କେ ନ୍ୟାସନାଲ ପାନ୍ଥର୍ସ ପାର୍ଟି ପ୍ରାର୍ଥୀ ହର୍ଷ ଦେବ ସିଂହଙ୍କୁ ପରାସ୍ତ କରିଥିଲେ। ସେ ୧୭,୬୬୧ ଖଣ୍ଡ ଭୋଟ ହାସଲ କରିଛନ୍ତି। ନ୍ୟାସନାଲ କନଫରେନ୍ସ (ଏନସି) ପ୍ରାର୍ଥୀ ଶାମିମ ବେଗମ ୧୦,୮୩୪ ଭୋଟ ପାଇ ଦୌଡ଼ରେ ତୃତୀୟ ସ୍ଥାନରେ ରହିଛନ୍ତି।

ଦେବଯାନୀ ରାଣା, ଯାହାର ବୟସ 30 ବର୍ଷ ହେବ ସେ ବର୍ତ୍ତମାନ ଜମ୍ମୁକାଶ୍ମୀର ବିଧାନସଭାର ଅନ୍ୟତମ ମହିଳା ବିଧାୟିକା। ସେ ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ସ୍ନାତକ ହାସଲ କରି ବାପାଙ୍କ ବ୍ୟବସାୟରେ ସାହାର୍ଯ୍ୟ କରୁଥିଲେ। ତାଙ୍କ ବିଜୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକଟ କରିଛନ୍ତି। ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

BYELECTION Devyani Rana ଉପନିର୍ବାଚନ ଦେବଯାନୀ ରାଣା
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.