Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର
ଆଜିର ଖବର

ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

January 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର
ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

ରେଢ଼ାଖୋଲ (କନ୍ଦର୍ପ ବେହେରା): କଟକ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ବିଳମ୍ବିତ ରାତିରେ ଆଇଚରକୁ ପଛରୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୭ ଜଣ ଆହତ, ଜଣେ ଗୁରୁତର ହୋଇ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ, ପୁରୀ ପିପିଲିରୁ ଏକ ଟୁରିଷ୍ଟ ଗାଡି ପଶ୍ଚିମ ଓଡିଶାର ବିଭିନ୍ନ ତିର୍ଥସ୍ଥଳୀ ବୁଲି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା।

ଟୁରିଷ୍ଟ ଗାଡିରେ ମୋଟ ୧୯ ଜଣ ଯାତ୍ରୀ ଥିଲେ। ଆହତଙ୍କୁ ରେଢାଖୋଲ ମେଡିକାଲରୁ କଟକ ପଠାଯାଇଥିବା ବେଳେ ଆଉ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆହତ ଥିବା ୫ ଜଣଙ୍କୁ ରେଢାଖୋଲ ମେଡିକାଲରେ ପ୍ରଥମିକ ଚିକିତ୍ସା କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରୀ ରଖିଛି।

କଟକ ସମ୍ବଲପୁର ଜାତୀୟ ରାଜପଥ ରେଢ଼ାଖୋଲ ଥାନା ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: କାଶ୍ମୀରରେ ୫ ସରକାରୀ କର୍ମଚାରୀ ବହିଷ୍କୃତ

January 13, 2026

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026
Latest News

ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

January 13, 2026

ଆତଙ୍କବାଦୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: କାଶ୍ମୀରରେ ୫ ସରକାରୀ କର୍ମଚାରୀ ବହିଷ୍କୃତ

January 13, 2026

‘ଅପରେସନ ସିନ୍ଦୁର ଏବେ ବି ଚାଲିଛି, ଦୁଃସାହସ କଲେ…’: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସେନା ମୁଖ୍ୟ

January 13, 2026

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.