Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ
ଜାତୀୟ ଖବର

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ସଦସ୍ୟ
ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଓଡିଶାର ତିନି ଜଣ, ମୋଟ ୧୯ ଜଣ ନେଲେ ଶପଥ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସଦସ୍ୟ ଭାବେ ଓଡିଶାର ତିନିଜଣ ଶପଥ ପାଠ କରିଛନ୍ତି। ସେମାନେ ହେଲେ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଏବଂ ଦିଲ୍ଲୀପ ରାୟ। ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ସି.ପି. ରାଧାକ୍ରିଷ୍ଣନ୍ ଏମାନଙ୍କୁ ଶପଥପାଠ କରାଇଥିଲେ। ଏହି ସଦସ୍ୟଗଣ ଓଡିଆରେ ସେମାନଙ୍କ ଶପଥପାଠ କରିଥିଲେ। ଆଜି ମୋଟ ୧୯ ଜଣ ଶପଥ ଗ୍ରହଣ କରିଥିଲେ।

ଆଜି ରାଜ୍ୟସଭା ଅଧ୍ୟକ୍ଷ ବିଭିନ୍ନ ରାଜ୍ୟରୁ ନିର୍ବାଚିତ ହୋଇ ଆସିଥିବା ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ସେଥିରେ ଓଡିଶାରୁ ଚାରିଜଣଙ୍କ ମଧ୍ୟରୁ ଆଜି ତିନିଜଣ ଶପଥ କରିଥିଲେ। ଏଥିସହିତ ଅନ୍ୟ ରାଜ୍ୟର ଯେଉଁମାନେ ଶପଥ କରିଥିଲେ ସେମାନେ ହେଲେ ଶ୍ରୀ ରାମଦାସ ବାନ୍ଦୁ ଆଥୱାଲେ, ଶ୍ରୀମତି ମାୟା ଚିଣ୍ଟମାନ ଇଭନାଟେ, ଶ୍ରୀ ଶରଦଚନ୍ଦ୍ର ପାୱାର, ଶ୍ରୀ ରାମରାଓ ସାଖରାମ ୱାଡକ୍ୟୁଟ୍, ଡକ୍ଟର ଜ୍ୟୋତି ନାଗନାମ୍ ୱାଗମ୍ରେ, , ଶ୍ରୀ ଖ୍ରୀଷ୍ଟୋଫର ମାଣିକମ୍, ଡକ୍ଟର ଅନ୍ବୁମାନି ରାମାଦୋସ୍, ଶ୍ରୀ କନଷ୍ଟାଣ୍ଡାଇନ୍ ରବିନ୍ଦ୍ରନ୍, ଶ୍ରୀ ତିରୁଚି ଶିବ, ଶ୍ରୀ ବାବୁଲ ସୁପ୍ରିୟା ବାରାଲ, ଡ. ମେନାକା ଗୁରୁସ୍ୱାମୀ, ଶ୍ରୀ ରାଜୀବ କୁମାର, ସୁଶ୍ରୀ ରୁକ୍ମିଣୀ ମଲ୍ଲିକ, ଶ୍ରୀ ବିଶ୍ୱଜିତ୍ ସିହ୍ନା।

ତିନିଜଣ ସଦସ୍ୟ ମରାଠୀରେ, ଦୁଇଜଣ ହିନ୍ଦୀରେ, ଛଅ ଜଣ ତାମିଲରେ, ଜଣେ ଇଂରାଜୀରେ, ଚାରିଜଣ ବଙ୍ଗାଳୀରେ ଏବଂ ତିନିଜଣ ଓଡିଆରେ ଶପଥ ଗ୍ରହଣ କରିଥିଲେ। ପାଞ୍ଚଜଣ ସଦସ୍ୟ ମହାରାଷ୍ଟ୍ର ରାଜ୍ୟରୁ, ଛଅ ଜଣ ତାମିଲନାଡୁର, ପାଞ୍ଚ ଜଣ ପଶ୍ଚିମବଙ୍ଗ ଏବଂ ତିନିଜଣ ଓଡିଶାର।

ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ; ଶ୍ରୀ ଜୁଆଲ ଓରାମ, ଆଦିବାସୀ ବ୍ୟାପାର ମନ୍ତ୍ରୀ; ଏହି ଅବସରରେ ରାଜ୍ୟସଭାର ମହାସଚିବ ଶ୍ରୀ ପି ସି ମୋଡି ଏବଂ ସଚିବାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମନମୋହନ ସାମଲ ରାଜ୍ୟସଭା ସଦସ୍ୟ ରାଜ୍ୟସଭା ସଦସ୍ୟ ଶପଥ ଶପଥ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026
Latest News

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.