Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଏଚ୍‌ଓଡି
ଆଜିର ଖବର

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଏଚ୍‌ଓଡି

April 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲେଶ୍ୱର: ଛାତ୍ରୀଙ୍କ ଅଭିଯୋଗ ପରେ ଏଫ୍‌ଏମ୍ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ସନ୍ତୋଷ ନାୟକଙ୍କୁ ଦାୟିତ୍ୱର ଅବ୍ୟାହତି ଦିଆଯାଇଛି । ଗତ ୬ ତାରିଖରେ ଛାତ୍ରୀଜଣକ ଏନେଇ ଅଭିଯୋଗ କରିଥିଲେ । ସ୍ପିଡ଼ ପୋଷ୍ଟରେ ଶିକ୍ଷା ବିଭାଗକୁ ଗୁପ୍ତ ଭାବରେ ପହଞ୍ଚିଥିଲା ଅଭିଯୋଗ ।ଆଇସିସି ଗଠନ କରି ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ । ଅଭିଯୋଗୀକାରିଣୀଙ୍କୁ ଆଇସିସି କମିଟିରେ ହାଜର ହୋଇ ପ୍ରମାଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । 
 

'#HOD #FMuniversity icc
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026

RCB ନା ଗୁଜରାଟ, ଫାଇନାଲ କିଏ ଜିତିବ?: ଭବିଷ୍ୟବାଣୀ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

May 31, 2026

ଦକ୍ଷିଣ ଓଡ଼ିଶାର ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ନୂତନ ଗତି ଦେବ ରାୟଗଡ଼ା ରେଳମଣ୍ଡଳ 

May 31, 2026

DRDO Test Successfully: ଉଚ୍ଚ-କ୍ୟାଲିବର ବୋମାର ସଫଳତାର ସହ ପରୀକ୍ଷଣ

May 31, 2026
Latest News

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026

RCB ନା ଗୁଜରାଟ, ଫାଇନାଲ କିଏ ଜିତିବ?: ଭବିଷ୍ୟବାଣୀ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

May 31, 2026

ଦକ୍ଷିଣ ଓଡ଼ିଶାର ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ନୂତନ ଗତି ଦେବ ରାୟଗଡ଼ା ରେଳମଣ୍ଡଳ 

May 31, 2026

DRDO Test Successfully: ଉଚ୍ଚ-କ୍ୟାଲିବର ବୋମାର ସଫଳତାର ସହ ପରୀକ୍ଷଣ

May 31, 2026

“ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି”: ମମତା ବାନାର୍ଜୀ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.