ଖୋର୍ଦ୍ଧା: ଟାଙ୍କୀ ରେଞ୍ଜ ନିଧିପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଗତକାଲି ରାତିରେ ସେ ସାଇକେଲ୍ରେ ଫେରୁଥିବାବେଳେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହଜ ପଞ୍ଚାୟତର ନିଧିପୁର ଗାଁ ର ନିଶାନ୍ତ ନାୟକ ବୋଲି ଜଣାପଡିଛି ।