ତେହେରାନ : ପ୍ରାୟ ଦୁଇମାସ ପରେ ତେହେରାନରୁ କମରସିଆଲ ବିମାନ ଉଡିଛି । ଇସ୍ତାନବୁଲ, ମସକାଟ ଓ ମଦିନା କୁ କମରସିଆଲ ବିମାନ ଉଡିଛି । ଫ୍ଲାଇଟ ଟ୍ରାକିଂ ଡାଟାରୁ ମଧ୍ୟ ତେହେରାନରୁ ଉଡାଣ ସ୍ପଷ୍ଟ ହୋଇଛି। ଅପରପକ୍ଷେ ଯୁଦ୍ଧବିରତି ଭିତରେ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।


