ଭୁବନେଶ୍ଵର: ସରକାରୀ ଆୟୁର୍ବେଦ, ହୋମିଓପାଥିକ କଲେକର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି । କାର୍ଯ୍ୟରତ ଚୁକ୍ତିଭିତ୍ତିକ ଲେକଚର, ରିଡର ଓ ପ୍ରଫେସରଙ୍କ ଦରମା ବଢିଲା । ଚୁକ୍ତିଭିତ୍ତିକ ଲେକଚରଙ୍କ ଦରମା ପ୍ରତିମାସ ୭୦ ହଜାର ଟଙ୍କା ହୋଇଥିବାଳବେଳେ ରିଡରଙ୍କ ଦରମା ୪୦ ହଜାରରୁ ୮୦ ହଜାର ହୋଇଛି । ସେହିପରି ପ୍ରଫେସରଙ୍କ ଦରମା ୭୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି।


