ନୂଆଦିଲ୍ଲୀ : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣିଥରେ ମିଳିଛି ଗୁରୁ ଦ୍ୱାୟିତ୍ଵ । ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ହେଲେ ବୈଜୟନ୍ତ । ପୂର୍ବରୁ ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିଲେ କେନ୍ଦ୍ରାପଡାର ସାଂସଦ ବୈଜୟନ୍ତ ପଣ୍ଡା ।