କେରଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ଟ୍ରେଣ୍ଡ ସୂଚାଇ ଦେଉଛି ଯେ କଂଗ୍ରେସ ମେଣ୍ଟ ବହୁମତ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। କଂଗ୍ରେସ ମେଣ୍ଟ 83 ଆସନରେ ଆଗୁଆ ଥିବା ବେଳେ ବାମ ମେଣ୍ଟ 53 ଆସନରେ ଆଗରେ ଅଛି।