ପିପିଲି : ବେଆଇନ ପଥର ଖଣି ଉପରେ ପ୍ରଶାସନରେ ରେଡ । ଡେଲାଙ୍ଗ ବ୍ଲକ ଯମୁନା ଝାରପଡା ଅଞ୍ଚଳରେ ଥିବା ଖଣିରେ ଚଢାଉ । ପଥର କାଟୁଥିବା ବେଳେ ପୋଲିସ ରାତିରେ ମାଡି ବସିଛି । ପିପିଲି ଏସଡ଼ିପିଓ, ଡେଲାଙ୍ଗ IIC ଓ ପୁରୀ ଖଣି ଅଧିକାରୀଙ୍କ ମିଳିତ ରେଡ କରଯାଇଥିଲା । 3ଟି କଟର ମେସିନ, ୨ ହାଇବା, ଗୋଟିଏ ଜେସିବି, ଗୋଟିଏ ଟ୍ରାକଟର ଜବତ ହୋଇଛି ।


