କଟକ : ଦୁଇ ଭାଇଙ୍କ ବିରୋଧରେ NSA ଲାଗୁ କାଲେ ଜିଲ୍ଲାପାଳ । ଏସପିଙ୍କ ସୁପାରିଶ କ୍ରମେ NSA ଲାଗୁ କଲେ ଜିଲ୍ଲାପାଳ । ଜ୍ୟୋତି ପ୍ରକାଶ ପ୍ରହରାଜ ଓ ଜ୍ୟୋତି ସମ୍ରାଟ ପ୍ରହରାଜ ବିରୋଧରେ NSA ଲାଗୁ ହୋଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉଭୟଙ୍କୁ ଚୌଦ୍ଵାର ଜେଲ ରେ ରଖିବାକୁ ନିର୍ଦ୍ଦେଶ ।