କଟକ : କଟକ ମାତା ମଠ ନିକଟରେ ସିରିଜ ଦୁର୍ଘଟଣା ହୋଇଛି । କାର , ଅଟୋ ଓ ବାଇକକୁ ପିଟିଲା ପିକଅପ ଭ୍ୟାନ । ଏହି ଦୁର୍ଘଟଣାରେ ପିକଅପ ଡ୍ରାଇଭର, ଜଣେ ଯୁବତୀ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପିକଅପ ଭ୍ୟାନଟି ମଙ୍ଗଳବାଗ ଥାନାରେ ରହିଛି ଏବେବ