Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍କେଟ କମ୍ପ୍ଲେକ୍ସ ଭିତରେ ପସିଲା ଟ୍ରକ
ଆଜିର ଖବର

ମାର୍କେଟ କମ୍ପ୍ଲେକ୍ସ ଭିତରେ ପସିଲା ଟ୍ରକ

June 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋରାପୁଟ: କୋରାପୁଟ ସହରର ୨୬ ନମ୍ବର ଜାତୀୟ ରାଜପଥର ଆରଟିଓ ଅଫିସ ନିକଟରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୫.୨୫ରେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରକର ବ୍ରେକ୍‌ ଫେଲ୍‌ ହୋଇ ରାସ୍ତାକଡ଼ରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଭିତରକୁ ପଶିଯାଇଥିଲା।

ଦୁର୍ଘଟଣାରେ ୮ଟି ବାଇକ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ଟ୍ରକର ଚକା ଓ ଏକ୍ସେଲ୍‌ ଅଲଗା ହୋଇଯାଇଥିଲା। ଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା ଆହତ ଘଟଣା ହୋଇନାହିଁ। ଖବର ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୧୯ରେ ମଧ୍ୟ ଏହି ସମାନ ସ୍ଥାନରେ ବ୍ରେକ୍‌ ଫେଲ୍‌ ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୮ଟି ବାଇକ କ୍ଷତିଗ୍ରସ୍ତ ହୋଇଥିଲା। ସଂକୀର୍ଣ୍ଣ ଜାତୀୟ ରାଜପଥ ଓ ବାଇପାସ୍‌ ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।

accident ମାର୍କେଟ କମ୍ପ୍ଲେକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇନାହାନ୍ତି : ନୈନାର ନାଗେନ୍ଦ୍ରନ

June 4, 2026

ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ

June 4, 2026

ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଅବସର ନେଲେ ଏହି ଭାରତୀୟ ଖେଳାଳି

June 4, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସୁରଟ ଏବଂ ଦାମନ ଗସ୍ତ

June 4, 2026
Latest News

ମାର୍କେଟ କମ୍ପ୍ଲେକ୍ସ ଭିତରେ ପସିଲା ଟ୍ରକ

June 4, 2026

ଆନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇନାହାନ୍ତି : ନୈନାର ନାଗେନ୍ଦ୍ରନ

June 4, 2026

ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ

June 4, 2026

ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଅବସର ନେଲେ ଏହି ଭାରତୀୟ ଖେଳାଳି

June 4, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସୁରଟ ଏବଂ ଦାମନ ଗସ୍ତ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.