କଟକ : STAରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ଡାଟା ଏଣ୍ଟ୍ରି ଅପରେଟର ପ୍ରୀତିରଞ୍ଜନ ସ୍ଵାଇଁ ଗିରଫ । ଇ – ଚେକ ପୋଷ୍ଟ ପୋର୍ଟାଲରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି । ଜାଲ ରସିଦ ଦେଇ ଅର୍ଥ ଆତ୍ମସାତ କରି ଆସୁଥିଲେ । ପୋର୍ଟାଲରେ ମଧ୍ୟ ତଥ୍ୟ ଅପଲୋଡ କରୁନଥିଲେ । ଅଭିଯୋଗ ପରେ ରାଜ୍ୟ ପରିବହନ ପ୍ରାଧିକରଣର ତଦନ୍ତ ଆରମ୍ଭ କରିଛି ।


