ଭୁବନେଶ୍ଵର : ରାଜ୍ୟସଭାକୁ ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ । ବିଜେପି ପାର୍ଥୀ ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ଦେବାଶିଷ । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡିଲାନି । ଦେବାଶିଷ ରିଟନିଂ ଅଫିସରଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କଲେ ।