Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର
ବିଶେଷ ଖବର

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମଣ୍ଡି ଧାନ ପଂଜୀକରଣ
ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଧାନବିକ୍ରୀ ନେଇ ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ମଣ୍ଡିଧାନ ବିକ୍ରି ପଂଜୀକରଣ ଆଉ ସାତ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହି ସମୟ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଥିଲା। ବର୍ତ୍ତମାନ ଏହି ଧାନକିଣା ପଂଜିକରଣ ଆସନ୍ତା ସାତ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତି କରାଗଲା। ଏ ସଂପର୍କରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ତାଙ୍କ ହିସାବରେ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ହେଲେ ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ବିଭିନ୍ନ ସ୍ଥାନରେ କଂପୁଟର ଅସୁବିଧା. ନେଟୱାର୍କ ସମସ୍ୟା ତଥା ସରବର ଡାଉନ ଯୋଗୁଁ ପଂଜିକରଣ ଶେଷ ହୋଇପାରି ନାହି। ଏହି ଅଭିଯୋଗ ପାଇବା ପରେ ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।

ମଣ୍ଡି ଧାନ ପଂଜୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ

August 30, 2026

ଆଜି ଏସିଆ କପରେ ଭାରତର ପ୍ରଥମ ମ୍ୟାଚ୍: ଟିମ୍ ଇଣ୍ଡିଆର ଇତିହାସ ରଚିବା ଲକ୍ଷ୍ୟ

August 30, 2026

ସେପ୍ଟେମ୍ବର ୫ ରୁ ‘୩୨ତମ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଫେଷ୍ଟିଭାଲ-୨୦୨୬’

August 30, 2026

ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ସମୀକ୍ଷା କଲା ରାଜ୍ୟ ବୈଷୟିକ ଟାସ୍କଫୋର୍ସ

August 30, 2026
Latest News

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026

ଇସ୍ତଫା ଦେଲେ IAS ଦିବ୍ୟା ମିତ୍ତଲ: ସୋସିଆଲ ମିଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ

August 30, 2026

କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ

August 30, 2026

ଆଜି ଏସିଆ କପରେ ଭାରତର ପ୍ରଥମ ମ୍ୟାଚ୍: ଟିମ୍ ଇଣ୍ଡିଆର ଇତିହାସ ରଚିବା ଲକ୍ଷ୍ୟ

August 30, 2026

ସେପ୍ଟେମ୍ବର ୫ ରୁ ‘୩୨ତମ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଫେଷ୍ଟିଭାଲ-୨୦୨୬’

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.