Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଶ୍ରୀଲଙ୍କା ନୌସେନା ଦ୍ୱାରା ୯ ଭାରତୀୟ ମତ୍ସ୍ୟଜୀବୀ ଗିରଫ
ଅନ୍ତରାଷ୍ଟ୍ରୀୟ

ଶ୍ରୀଲଙ୍କା ନୌସେନା ଦ୍ୱାରା ୯ ଭାରତୀୟ ମତ୍ସ୍ୟଜୀବୀ ଗିରଫ

October 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
9 Indian fishermen arrested by Sri Lankan Navy

କଲମ୍ବୋ: ଶ୍ରୀଲଙ୍କା ସୀମାରେ ବେଆଇନ ମାଛ ଧରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ପୁଣି ଥରେ ୯ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ସେମାନଙ୍କ ମାଛଧରା ଟ୍ରଲରକୁ ଜବତ କରିଛି। ଜାଫନାର ଡେଲ୍‌ଫ୍ଟ ଦ୍ୱୀପ ନିକଟ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଅତିକ୍ରମ କରି ଭାରତୀୟ ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କା ଜଳରାଶିରେ ପ୍ରବେଶ କରିଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀଲଙ୍କା ନୌସେନାର ସୂଚନା ଅନୁସାରେ, ଏକ ସ୍ୱେଚ୍ଛାକୃତ ଅପରେସନ୍ ସମୟରେ ନୌସେନା ଜାହାଜ ‘SLNS ସାମୁଦୁରା’ ଭାରତୀୟ ଟ୍ରଲରଟିକୁ ଅଟକାଇ ଥିଲା। ଏଥିରେ ଥିବା ୯ ଜଣ ମତ୍ସ୍ୟଜୀବୀଙ୍କୁ ନିଜ ହେପାଜତକୁ ନେବା ପରେ ସେମାନଙ୍କୁ କଙ୍କେସନଥୁରାଇ ବନ୍ଦରକୁ ଅଣାଯାଇଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗିରଫ ମତ୍ସ୍ୟଜୀବୀ ଓ ଜବତ ଟ୍ରଲରକୁ ଶ୍ରୀଲଙ୍କାର ମତ୍ସ୍ୟ ଓ ଜଳଜ ସମ୍ପଦ ବିଭାଗକୁ ହସ୍ତାନ୍ତର କରାଯିବ।

arrest Indian fishermen
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ତତ୍ପରତା: ଜନସମ୍ପର୍କ ଓ ସାଂଗଠନିକ ସମନ୍ୱୟ ଉପରେ ଡି. ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱ

October 4, 2026

ବିମାନ ଆକ୍ରମଣ ଏଡ଼ାଇଥିବା ଭାରତୀୟ ପାଇଲଟଙ୍କ ସହ କଥା ହେଲେ ନେତନ୍ୟାହୁ

October 4, 2026

୨ ଇରାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

October 4, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026
Latest News

ଶ୍ରୀଲଙ୍କା ନୌସେନା ଦ୍ୱାରା ୯ ଭାରତୀୟ ମତ୍ସ୍ୟଜୀବୀ ଗିରଫ

October 4, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ବଡ଼ ଘୋଷଣା: ଉତ୍ତରାଖଣ୍ଡରୁ ଦିନେଶ ଆର୍ଯ୍ୟ, ପଶ୍ଚିମବଙ୍ଗରୁ କୋୟଲ ମଲ୍ଲିକଙ୍କୁ ଟିକେଟ୍

October 4, 2026

ବ୍ରହ୍ମଗିରିରେ ଗୁଳିକାଣ୍ଡ: ପାରିବାରିକ ବିବାଦରୁ ସମ୍ପର୍କୀୟ ଭାଇଙ୍କୁ ଗୁଳିମାଡ଼, ଗୁରୁତର ଯୁବକ ଭୁବନେଶ୍ୱର ସ୍ଥାନାନ୍ତର

October 4, 2026

ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ, ପିକଅପ୍ ଭ୍ୟାନ୍ ଧକ୍କାରେ ମୃତ୍ୟୁ

October 4, 2026

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ତତ୍ପରତା: ଜନସମ୍ପର୍କ ଓ ସାଂଗଠନିକ ସମନ୍ୱୟ ଉପରେ ଡି. ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.