Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»DA ବୃଦ୍ଧି ପଛର ଅର୍ଥ: ସରକାର କେଉଁଠୁ ଆଣନ୍ତି ଏହି ଖର୍ଚ୍ଚ?
ଜାତୀୟ ଖବର

DA ବୃଦ୍ଧି ପଛର ଅର୍ଥ: ସରକାର କେଉଁଠୁ ଆଣନ୍ତି ଏହି ଖର୍ଚ୍ଚ?

October 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ୟୁପିଆଇ ଉଠାଣ
DA ବୃଦ୍ଧି ପଛର ଅର୍ଥ: ସରକାର କେଉଁଠୁ ଆଣନ୍ତି ଏହି ଖର୍ଚ୍ଚ?

ନୂଆଦିଲ୍ଲୀ: ମହଙ୍ଗା ବଢୁଥିବା ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କ କ୍ରୟ ଶକ୍ତି ବଜାୟ ରଖିବାକୁ DA ଗୁରୁତ୍ୱପୂର୍ଣ୍ଣ। ଏହା ମୂଳ ଦରମା ଉପରେ ଦିଆଯାଏ। ଜାନୁୟାରୀ ୨୦୨୬ରେ ୨% ବୃଦ୍ଧି ହୋଇ DA ୫୮% ରୁ ୬୦% ହୋଇଥିଲା, ଯେଉଁଥିରେ ସରକାରୀ ରାଜକୋଷ ଉପରେ ୬,୭୯୧ କୋଟି ବୋଝ ପଡିଥିଲା। ସେତେବେଳେ ୫୦.୪୬ ଲକ୍ଷ କର୍ମଚାରୀ ଓ ୬୮.୨୭ ଲକ୍ଷ ପେନସନଭୋଗୀ ଲାଭ ପାଇଥିଲେ। ଏବେ ନୂଆ ୩% ବୃଦ୍ଧିରେ DA ୬୩% ହେଲା, ଖର୍ଚ୍ଚ ୧୦,୦୧୬ କୋଟିରେ ପହଞ୍ଚିଲା।

ଟଙ୍କା କେଉଁଠୁ ଆସେ?

ଏହି ଟଙ୍କା ଭାରତର ସଞ୍ଚିତ ପାଣ୍ଠି – Consolidated Fund of India ରୁ ଦିଆଯାଏ। ଏହି ପାଣ୍ଠି ଆମ ସମସ୍ତଙ୍କ Income Tax, Corporate Tax, GST ରୁ ଭରେ। ବାର୍ଷିକ ବଜେଟରେ ଏଥିପାଇଁ ଅଗୁଆ ବ୍ୟବସ୍ଥା ହୋଇଥାଏ।

ହିସାବ କେମିତି?

ସରକାର ମନଇଚ୍ଛା ବଢାନ୍ତି ନାହିଁ। AICPI – ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ଫର୍ମୁଲା ଅନୁଯାୟୀ DA ଧାର୍ଯ୍ୟ ହୁଏ। ଯେପରି ୩୦,୦୦୦ ବେସିକରେ ୬୦% DA ମାନେ ୧୮,୦୦୦ ଟଙ୍କା। DA ବର୍ଷକୁ ଦୁଇଥର – ୧ ଜାନୁୟାରୀ ଓ ୧ ଜୁଲାଇରୁ ଲାଗୁ ହୁଏ, ଘୋଷଣା ପରେ ଏରିୟର ମିଳେ।

7thPayCommission AICPI CentralExchequer ConsolidatedFundOfIndia DAExplainer DAFormula DearnessAllowance gst INCOMETAX
Share. Facebook Twitter LinkedIn Email WhatsApp Copy Link

Related Posts

ବାରାଣସୀରେ ସପାର ବାଜିମାତ୍‌, ଅଖିଳେଶଙ୍କ କଟାକ୍ଷରେ ରାଜନୀତି ଗରମ

October 28, 2026

କଣ୍ଟ୍ରୋଲ ରୁମ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 28, 2026

ସାଧୁତା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା କର୍ମଶାଳା

October 28, 2026

କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

October 28, 2026
Latest News

ବିଶୃଙ୍ଖଳିତ ଆଚରଣ ପାଇଁ ସିଏମ୍‌ଙ୍କ ଆକ୍ସନ, ୩ ଅଧ୍ୟାପକ ନିଲମ୍ୱିତ

October 28, 2026

ଚାମେଲିଙ୍କ ବିରୋଧରେ ଅନାସ୍ଥା ଅସିଦ୍ଧ

October 28, 2026

ବାରାଣସୀରେ ସପାର ବାଜିମାତ୍‌, ଅଖିଳେଶଙ୍କ କଟାକ୍ଷରେ ରାଜନୀତି ଗରମ

October 28, 2026

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

October 28, 2026

କଣ୍ଟ୍ରୋଲ ରୁମ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.