Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଚ୍ଛାପୁରମ-ଝାଡୁପୁଡି ସେକ୍ସନରେ ଜଳବନ୍ଦୀ: ବହୁ ଟ୍ରେନ ବାତିଲ
ଆଜିର ଖବର

ଇଚ୍ଛାପୁରମ-ଝାଡୁପୁଡି ସେକ୍ସନରେ ଜଳବନ୍ଦୀ: ବହୁ ଟ୍ରେନ ବାତିଲ

October 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯାତ୍ରୀବାହୀ ଟ୍ରେନ୍
ଇଚ୍ଛାପୁରମ-ଝାଡୁପୁଡି ସେକ୍ସନରେ ଜଳବନ୍ଦୀ: ବହୁ ଟ୍ରେନ ବାତିଲ

ଭୁବନେଶ୍ୱର: ଇଚ୍ଛାପୁରମ-ଝାଡୁପୁଡି ସେକ୍ସନରେ ଜଳବନ୍ଦୀ ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏହାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ଅନେକ ଟ୍ରେନ ବାତିଲ ଓ ଆଂଶିକ ବାତିଲ କରାଯାଇଛି।

ବାତିଲ ହୋଇଥିବା ଟ୍ରେନ ତାଲିକା:

୬୮୦୩୩ ଝାରସୁଗୁଡା-ସମ୍ବଲପୁର ପାସେଞ୍ଜର

୦୮୦୪୫ ଶାଲିମାର-ଚରଲାପଲ୍ଲୀ ସ୍ପେଶାଲ

୧୮୫୨୫ ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ

୫୮୫୩୧ ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର

୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ

୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ

୬୮୦୩୪ ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର

୬୮୦୩୨ ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର

୨୦୮୩୮ ଜୁନାଗଡ ରୋଡ-ଭୁବନେଶ୍ୱର SF ଏକ୍ସପ୍ରେସ

୧୮୪୧୮ ଗୁଣୁପୁର-ପୁରୀ ଏକ୍ସପ୍ରେସ

୨୦୮୫୪ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ୱର ଏକ୍ସପ୍ରେସ

୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ

୫୮୫୩୨ ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର

୬୮୦୩୧ ଝାରସୁଗୁଡା-ସମ୍ବଲପୁର ପାସେଞ୍ଜର

୧୨୮୪୨ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ହାୱଡା କରମଣ୍ଡଳ ଏକ୍ସପ୍ରେସ

ଆଂଶିକ ବାତିଲ / ଛୋଟ ରୁଟରେ ଚାଲିବ:

୬୮୪୪୫ କଟକ-ପଲାସା MEMU – ବ୍ରହ୍ମପୁର ପର୍ଯ୍ୟନ୍ତ ଯିବ

୬୮୪୧୯ ଭୁବନେଶ୍ୱର-ପଲାସା MEMU – ବ୍ରହ୍ମପୁରରେ ଶେଷ ହେବ

୬୮୪୨୦ ପଲାସା-ଭୁବନେଶ୍ୱର MEMU – ବ୍ରହ୍ମପୁରରୁ ବାହାରିବ

୬୮୪୩୪ ଗୁଣୁପୁର-କଟକ MEMU – ସୁମାଦେବୀରୁ ବାହାରିବ

୬୮୪୪୬ ପଲାସା-କଟକ MEMU – ବ୍ରହ୍ମପୁରରୁ ବାହାରିବ।

ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ NTES କିମ୍ବା ଭାରତୀୟ ରେଳବାଇର ଅଫିସିଆଲ ୱେବସାଇଟରେ ଟ୍ରେନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଇଚ୍ଛାପୁରମ-ଝାଡୁପୁଡି ସେକ୍ସନ ଜଳବନ୍ଦୀ ଟ୍ରେନ ବାତିଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କୀ ପାଣ୍ଠି ନେଟୱର୍କ ଠାବ, ୧୦ ଗିରଫ

October 30, 2026

ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ

October 30, 2026

ଭୁଟାନରେ ଭାଙ୍ଗିଲା ହ୍ରଦ: ପଶ୍ଚିମବଙ୍ଗ, ଆସାମକୁ ବନ୍ୟା ଭୟ

October 30, 2026

RBI ବଢାଇଲା ସୁଧ ହାର: ବାର୍ଷିକ ୭.୨୬% ମିଳିବ ରିଟର୍ଣ୍ଣ

October 30, 2026
Latest News

ଆତଙ୍କୀ ପାଣ୍ଠି ନେଟୱର୍କ ଠାବ, ୧୦ ଗିରଫ

October 30, 2026

ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ

October 30, 2026

ଭୁଟାନରେ ଭାଙ୍ଗିଲା ହ୍ରଦ: ପଶ୍ଚିମବଙ୍ଗ, ଆସାମକୁ ବନ୍ୟା ଭୟ

October 30, 2026

ଇଚ୍ଛାପୁରମ-ଝାଡୁପୁଡି ସେକ୍ସନରେ ଜଳବନ୍ଦୀ: ବହୁ ଟ୍ରେନ ବାତିଲ

October 30, 2026

RBI ବଢାଇଲା ସୁଧ ହାର: ବାର୍ଷିକ ୭.୨୬% ମିଳିବ ରିଟର୍ଣ୍ଣ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.