Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସମୁଦ୍ର ଉପକୂଳରେ ସ୍ଥାପନ ହେବ ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା
ଆଜିର ଖବର

ଓଡ଼ିଶା ସମୁଦ୍ର ଉପକୂଳରେ ସ୍ଥାପନ ହେବ ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା

November 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ସମୁଦ୍ର ଉପକୂଳରେ ସ୍ଥାପନ ହେବ ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା
ଓଡ଼ିଶା ସମୁଦ୍ର ଉପକୂଳରେ ସ୍ଥାପନ ହେବ ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ସମୁଦ୍ର ଉପକୂଳରେ ସ୍ଥାପନ ହେବ ‘ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା’ (Video Camera-based Autonomous Beach Monitoring System) । ଏହା ସହିତ ଜାତୀୟ ମହାସାଗର ସୂଚନା କେନ୍ଦ୍ର ବା Indian National Centre for Ocean Information Servicesର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା ହେବ।
ଏହି ବ୍ୟବସ୍ଥା ପାଣିପାଗ ସମ୍ୱଳିତ ସଠିକ୍ ତଥ୍ୟ ପ୍ରଦାନ କରିବା ସହିତ ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ପୂର୍ବସଂକେତ ପ୍ରଦାନ କରିବ । ସାମୁଦ୍ରିକ ଗବେଷଣା କ୍ଷେତ୍ର ପାଇଁ ମଧ୍ୟ ଏହା ଖୁବ୍ ସହାୟକ ହେବ।
ଏଥି ନିମନ୍ତେ ଖୁବ୍ ଶୀଘ୍ର ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନସ୍ଥ Indian National Centre for Ocean Information Services (ଇନ୍‌କୋଇସ୍) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହେବାକୁ ଯାଉଛି।
ଓଡ଼ିଶା ସମୁଦ୍ର ଉପକୂଳ ପୂର୍ବାନୁମାନ ଏବଂ ସତର୍କ ସୂଚନା ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଭିଡ଼ିଓ କ୍ୟାମେରା-ଆଧାରିତ ମୋହନ ଚରଣ ମାଝୀ ସାମୁଦ୍ରିକ ଝଡ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳବିଶିଷ୍ଟ ରାଜସ୍ୱଭବନ: ଖର୍ଚ୍ଚ ହେବ ପ୍ରାୟ ୩୪୮ କୋଟି

November 22, 2026

କିଛି ସମୟ ପରେ ଭାରତ ଏବଂ ପାକିସ୍ତାନ ଲଢେଇ: ଅଭିଷେକ-ବୈଭବଙ୍କ ଉପରେ ପ୍ରଶଂସକଙ୍କ ନଜର

November 22, 2026

ବିଜୟଠାରୁ ମାତ୍ର ୮ ୱିକେଟ୍ ଦୂରରେ ଭାରତ: ପଢ଼ନ୍ତୁ ଚତୁର୍ଥ ଦିନର ରିପୋର୍ଟ

November 22, 2026

କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି

November 22, 2026
Latest News

ଓଡ଼ିଶା ସମୁଦ୍ର ଉପକୂଳରେ ସ୍ଥାପନ ହେବ ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା

November 22, 2026

ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳବିଶିଷ୍ଟ ରାଜସ୍ୱଭବନ: ଖର୍ଚ୍ଚ ହେବ ପ୍ରାୟ ୩୪୮ କୋଟି

November 22, 2026

କିଛି ସମୟ ପରେ ଭାରତ ଏବଂ ପାକିସ୍ତାନ ଲଢେଇ: ଅଭିଷେକ-ବୈଭବଙ୍କ ଉପରେ ପ୍ରଶଂସକଙ୍କ ନଜର

November 22, 2026

ଇସ୍ରାଏଲ ଉପରେ ରାହୁଲଙ୍କ ଆଭିମୁଖ୍ୟ ଉପରେ ଉଠିଲା ପ୍ରଶ୍ନ: ବିରୋଧ କଲେ ତୁଷାର ଗାନ୍ଧୀ

November 22, 2026

ବିଜୟଠାରୁ ମାତ୍ର ୮ ୱିକେଟ୍ ଦୂରରେ ଭାରତ: ପଢ଼ନ୍ତୁ ଚତୁର୍ଥ ଦିନର ରିପୋର୍ଟ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.