Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଆଜକୁ ନେଇ ରାଜନୀତି : ୩୫ ଟଙ୍କା କିଲୋ ହିସାବରେ ପିଆଜ ବାଣ୍ଟିଲେ ପପୁ ଯାଦବ
ଆଜିର ଖବର

ପିଆଜକୁ ନେଇ ରାଜନୀତି : ୩୫ ଟଙ୍କା କିଲୋ ହିସାବରେ ପିଆଜ ବାଣ୍ଟିଲେ ପପୁ ଯାଦବ

December 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା, ୩/୧୨:  ଦେଶରେ ଦେଢ ମାସରୁ ଉର୍ଦ୍ଧ୍ବ ହେବ ପିଆଜର ଦର ଆକାଶ ଛୁଆଁ ରହିଛି । ପିଆଜ କିଲୋ ପ୍ରତି ୧୦୦ ଟଙ୍କା ରହିଥିବାବେଳେ ପିଆଜକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଏବେ ପିଆଜକୁ ନେଇ ସମସ୍ତ ରାଜନୈତିକ ଦଳ ରାଜନୀତି କରୁଥିବାର ନଜର ଆସିଲେଣି । ପାଟନାରେ ପିଆଜ କିଲୋ ପ୍ରତି ୯୦ ଟଙ୍କା ରହିଥିବାବେଳେ ଜନଅଧିକାର ଦଳର ଅଧ୍ୟକ୍ଷ ପପୁ ଯାଦବ ୩୫ ଟଙ୍କା କିଲୋରେ ପିଆଜ ବାଣ୍ଟିଛନ୍ତି । ପପୁ ଯାଦବ ପିଆଜକୁ ନେଇ ସମସ୍ତ ବିପିଏଲ୍‌ ଧାରକଙ୍କୁ ୩୫ ଟଙ୍କା କିଲୋ ହିସାବରେ ୧୦ କିଲୋ ପିଆଜ ଦେବେ ବୋଲି କହିଛନ୍ତି । ଏପରିକି ବିଜେପି ଅଫିସ୍‌ ବାହାରେ ସେ  ୩୫ ଟଙ୍କା କିଲୋ ହିସାବରେ ପିଆଜ ମଧ୍ୟ ବଣ୍ଟନ କରିଛନ୍ତି । ପିଆଜକୁ କିଣିବାକୁ ନେଇ ସେହି ଅଞ୍ଚଳରେ ବହୁତ ଭିଡ ମଧ୍ୟ ହୋଇଥିଲା। ପିଆଜ ଦର ଉପରେ ସରକାର ଲଗାମ ଲଗାଇପାରୁନଥିବାବେଳେ ସଂସଦରେ ପିଆଜକୁ ନେଇ ବିରୋଧୀମାନେ ସରକାରଙ୍କ ଦୃଢ ବିରୋଧ କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ମହିଳାମାନଙ୍କୁ ନବରାତ୍ରୀ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆକାଉଣ୍ଟକୁ ଗଲା ୧୦,୦୦୦ ଟଙ୍କା

September 26, 2025

ଭାରତ କେବେ ୧୮୦ଟି LCA ଲଢ଼ୁଆ ବିମାନ ପାଇବ?: ଚୁକ୍ତି ପରେ ସ୍ପଷ୍ଟ କଲେ HAL CMD

September 26, 2025

ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଏମିତି କାହିଁକି କହିଲେ ଜୟ ଢୋଲକିଆ

September 26, 2025

ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ

September 26, 2025
Latest News

ବିହାରର ମହିଳାମାନଙ୍କୁ ନବରାତ୍ରୀ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆକାଉଣ୍ଟକୁ ଗଲା ୧୦,୦୦୦ ଟଙ୍କା

September 26, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପବାସ କେବଳ ଭକ୍ତି ନୁହେଁ, ବରଂ ଗଭୀର ସାଧନା: ଜାଣନ୍ତୁ ରହସ୍ୟ!

September 26, 2025

ଭାରତ କେବେ ୧୮୦ଟି LCA ଲଢ଼ୁଆ ବିମାନ ପାଇବ?: ଚୁକ୍ତି ପରେ ସ୍ପଷ୍ଟ କଲେ HAL CMD

September 26, 2025

ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଏମିତି କାହିଁକି କହିଲେ ଜୟ ଢୋଲକିଆ

September 26, 2025

ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.