Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟୟୋଟା କିର୍ଲୋସ୍କର ମୋଟର ପକ୍ଷରୁ ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ ଭୁବନେଶ୍ୱରଠାରେ ଉଦଘାଟିତ
ଆଜିର ଖବର

ଟୟୋଟା କିର୍ଲୋସ୍କର ମୋଟର ପକ୍ଷରୁ ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ ଭୁବନେଶ୍ୱରଠାରେ ଉଦଘାଟିତ

December 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Toyota Kirloskar Motor (TKM) launches the first Toyota Driving School in Odisha; at Espirit Toyota, Bhubaneswar

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର,05/12: ଭାରତରେ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୟୋଟା କିର୍ଲୋସ୍କର ମୋଟର ଏହାର ୧୩ତମ ଟୟୋଟା ଡ୍ରାଇଭିଂ ସ୍କୁଲ୍ ର ଉଦଘାଟନ କରିଛି । ଟୟୋଟା ଡ୍ରାଇଭିଂ ସ୍କୁଲ୍ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ଏହାଛଡା “ସେଫେଷ୍ଟ କାର ଉଇଥ୍ ସେଫେଷ୍ଟ ଡ୍ରାଇଭ” ଯାହାକି କମ୍ପାନି ର ସୁରକ୍ଷା ମିସନ କୁ ପୁରା କରିଛି। ପ୍ରତ୍ୟେକ ଛାତ୍ରଙ୍କୁ ସୁରକ୍ଷିତ ଡ୍ରାଇଭର ତିଆରି କରିବା କମ୍ପାନି ପକ୍ଷରୁ ଏହା ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ। ଯାହାକି ଏସ୍ପିରିଟ୍ ଟୟୋଟା ,ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ। ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବହନ କମିଶନର ସଞ୍ଜିବ ପଣ୍ଡା, ଏସ୍ପିରିଟ୍ ଟୟୋଟାର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁନୀଲ ତନୈଜା, ଟୟୋଟା କିର୍ଲୋସ୍କର ମୋଟରର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଏନ୍. ରାଜା ସମେତ ଟୟୋଟା କିର୍ଲୋସ୍କର ମୋଟର ଏବଂ ଏସ୍ପିରିଟ୍ ଟୟୋଟାର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଦେଶର କୋଚି, କୋଲକାତା, ଲକ୍ଷୌ, ଫରିଦାବାଦ୍, ବିଜୟୱାଡ଼ା, ସୁରଟ, ମୁମ୍ବାଇ,ପାଲାକ୍କାଡ଼ ପ୍ରଭୃତି ସ୍ଥାନରେ ଗୋଟିଏ ଲେଖାଏଁ ସ୍କୁଲ ଥିବାବେଳେ ହାଇଦ୍ରାବାଦ୍ ଓ ଚେନ୍ନାଇରେ ୨ଟି କରି ମୋଟ ୧୨ଟି ଡ୍ରାଇଭିଂ ସ୍କୁଲ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026
Latest News

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.