ଟୋୟୋଟା କଂପାନୀ ଦ୍ବାରା ନିର୍ମିତ ହାଇଡ୍ରୋଜେନ କାରକୁ ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published: Dec 5, 2019, 9:11 pm IST

ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୋୟୋଟା କଂପାନୀ ଦ୍ବାରା ତିଆରି କରାଯାଇଥିବା ହାଇଡୋଜେନ କାରରେ ବୁଲିଲେ। ବର୍ତ୍ତମାନେ ତୈଳ ଦର ବୃଦ୍ଧି ପାଉଥିବାରୁ ବିକଳ୍ପ ଇନ୍ଧନ ଯୁକ୍ତ କାରର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ।

Related posts