ଅଭିନନ୍ଦନ: ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ଅର୍ଚ୍ଚିତା ସାହୁ

Published: Dec 10, 2019, 7:02 pm IST

ଓଡିଆ ଚଳଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଚଳିତ ବର୍ଷର ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ଅର୍ଚ୍ଚିତାଙ୍କ ଅଭିନିତ ଚମ୍ପିୟାନ ଚଳଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ।

Related posts