Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଜେଟ୍‌ 2020 : ସ୍ବାସ୍ଥ୍ୟ ପାଇଁ 69 ହଜାର କୋଟି ଓ ସ୍ବଚ୍ଛ ଭାରତ ପାଇଁ 12ହଜାର 300 କୋଟି ଟଙ୍କାର ବ୍ୟୟବରାଦ
ବିଶେଷ ଖବର

ବଜେଟ୍‌ 2020 : ସ୍ବାସ୍ଥ୍ୟ ପାଇଁ 69 ହଜାର କୋଟି ଓ ସ୍ବଚ୍ଛ ଭାରତ ପାଇଁ 12ହଜାର 300 କୋଟି ଟଙ୍କାର ବ୍ୟୟବରାଦ

February 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଚଳିତ ସାଧାରଣ ବଜେଟ୍‌ରେ ମୋଦି ସରକାର ସ୍ବଚ୍ଛତା ଓ ସ୍ବାସ୍ଥ୍ୟକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବାବେଳେ ସ୍ବଚ୍ଛତା ପାଇଁ 12ହଜାର 300 କୋଟି ଟଙ୍କର ବ୍ୟୟ ବରାଦ ରହିଛି । ଯକ୍ଷ୍ମାମୁକ୍ତ ଭାରତ କରିବା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।

  • ପିପିପି ମଡେଲ୍‌ରେ ନୂତନ ହସ୍ପିଟାଲର ନିର୍ମାଣ ହେବ, ଦେଶରେ ଟିବି ହାରିବ, ଦେଶ ଜିତିବ ସ୍ଲୋଗାନକୁ ସଫଳ କରାଯିବ ।
  • 2025 ସୁଦ୍ଧା ଭରତକୁ ଟିବି ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।
  • ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ 6400 କୋଟି ଟଙ୍କାର ପ୍ରସ୍ତାବ
  • ପିଏମ୍‌ ଜନଆରୋଗ୍ୟ ଯୋଜନା ଆଧାରରେ 20 ହଜାରରୁ ଅଧିକ ମେଡ଼ିକାଲ ଅନ୍ତର୍ଭୁକ୍ତ ହେବ ।
  • ଏହି ଯୋଜନାରେ ଆର୍ଟିଫିଶିଆଲ୍‌ ଇଣ୍ଟେଲିଜିୟନ୍ସର ବ୍ୟବହାର କରାଯିବ ।
  • ଇନ୍ଦ୍ରଧନୁ ଯୋଜନାକୁ ବିସ୍ତାରୀକରଣ କରାଯିବ । ଏଥିରେ ନୂତନ ଟୀକାକୁ ସାମିଲ୍‌ କରାଯିବ ।
  • ଦ୍ବିତୀୟ, ତୃତୀୟ ଶ୍ରେଣୀ ସହରରେ ଅଧିକ ହସ୍ପିଟାଲ ଖୋଲିବ ।
  • ଯେଉଁ ଅଞ୍ଚଳରେ ମେଡ଼ିକାଲ ନାହିଁ, ସେଠାରେ ପିପିପି ମଡେଲ୍‌ରେ ହସ୍ପିଟାଲ୍‌ ନିର୍ମାଣ କରାଯିବ ।
  • ଏହି ଆଧାରରେ 112ଟି ଜିଲ୍ଲାକୁ ଚିହ୍ନିତ କରାଯାଇ ପ୍ରାଥମିକତା ଦିଆଯିବ ।
  • ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ବିସ୍ତାରୀକରଣ କରାଯିବ ।
  • ମେଡିକାଲ ଡିଭାଇସକୁ ଯେଉଁ ଟିକସ ଆଦୟ ହେଉଛି, ତାକୁ ମେଡିକାଲ ସୁବିଧାକୁ ବୃଦ୍ଧି କରିବାରେ ଖର୍ଚ୍ଚ କରାଯିବ ।
  • ଜନ ଜୀବନ ମିଶନ ପାଇଁ 60 ଲକ୍ଷ କୋଟି ଟଙ୍କା ଅନୁମୋଦନ ।
  • ସ୍ବଚ୍ଛ ଭାରତ ପାଇଁ 12 ହଜାର 300 କୋଟି ଟଙ୍କାର ବ୍ୟୟ ବରାଦ
buget2020
Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026
Latest News

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.