Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସ୍ଥା ବନାମ ମୌଳିକ ଅଧିକାର : ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଆସନ୍ତା 17ରୁ ପ୍ରତ୍ୟହ ଶୁଣାଣି
ଆଜିର ଖବର

ଆସ୍ଥା ବନାମ ମୌଳିକ ଅଧିକାର : ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଆସନ୍ତା 17ରୁ ପ୍ରତ୍ୟହ ଶୁଣାଣି

February 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସ୍ଥା-ପରମ୍ପରା ବନାମ ମୌଳିକ ଅଧିକାର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଉଠୁଥିବା ଆଇନଗତ ପ୍ରଶ୍ନଗୁଡ଼ିକ ବୃହତ୍ତର ଖଣ୍ଡପୀଠକୁ ପଠାଯାଇ ଏହାର ବିଚାର କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।  ଭାରତର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୯ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କ ଆଗରେ ଆସନ୍ତା 17 ତାରିଖଠାରୁ ପ୍ରତ୍ୟେହ ଶୁଣାଣି ଆରମ୍ଭ ହେବ। ବହୁ ଚର୍ଚ୍ଚିତ ଶାବରୀମାଳା ମାମଲାର ଶୁଣାଣି ପାଇଁ  ସାତଟି ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଆଧାରରେ ଏହି ମାମଲାରେ ଶୁଣାଣି ଆରମ୍ଭ କରାଯିବ । ସୁପ୍ରିମ୍‌କୋର୍ଟଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ସତୋଟି ପ୍ରଶ୍ନଗୁଡ଼ିକ ମଧ୍ୟରେ ରହିଛି –

  • ଧାର୍ମିକ ସ୍ବତନ୍ତ୍ରତାର ଆଧାର କ’ଣ ?
  • ପରମ୍ପରା ବିରୋଧୀ ଧାର୍ମିକ ସ୍ବତନ୍ତ୍ରତା ଓ ଧାର୍ମିକ ସମ୍ପ୍ରଦାୟଙ୍କ ମାନ୍ୟତା ଅନୁସାରେ ସ୍ବତନ୍ତ୍ରତା କ’ଣ ଅଟେ
  • ମୌଳିକ ଅଧିକାରରେ କ’ଣ ଧାର୍ମିକ ସମ୍ପ୍ରଦାୟ ଅନ୍ତର୍ଗତ କି ନୁହେଁ ?
  • ଧାର୍ମିକ ସ୍ବତନ୍ତ୍ରତା ବ୍ୟବହାରରେ ‘ନୈତିକତା’ କ’ଣ ?
  • ଧାର୍ମିକ ପ୍ରସଙ୍ଗରେ ନ୍ୟାୟିକ ସମୀକ୍ଷା କ’ଣ ପାଇଁ ଆବଶ୍ୟକ ?
  • ଅନୁଚ୍ଛେଦ 25(2) (ବି) ଆଧାରରେ ‘ହିନ୍ଦୁ- ଏକ ବର୍ଗ’ର ଅର୍ଥ କ’ଣ ?
  • ଯଦି କେହି ବ୍ୟକ୍ତି ଧାର୍ମିକ ସମୂହ ସହ ସଂଶ୍ଲିଷ୍ଟ ଅଛନ୍ତି, ତେବେ ସେ ସେହି ସମୂହ ଦ୍ବାରା କରାଯାଇଥିବା ପ୍ରଥାକୁ ଚ୍ୟାଲେଞ୍ଜ କରି ଜନ ହିତରେ ଯାଚିକା ଦାୟର କରିପାରିବ କି ନାହିଁ ?
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.