Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ଅଡ୍‌-ଇଭିନ୍‌ ନିୟମ
ଆଜିର ଖବର

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ଅଡ୍‌-ଇଭିନ୍‌ ନିୟମ

March 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଜାତୀୟ ରାଜଧାନୀ ନୂଆଦିଲ୍ଲୀ ପରି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଅଡ୍‌ ଇଭିନ୍‌ ନିୟମ । ଶନିବାର ଠାରୁ ଏହି ଅଡ୍‌ ଇଭିନ୍‌ ନିୟମ ଲାଗୁ କରାଯିବା ସହିତ କେବଳ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଯାତାୟତ କରିବ । ତେବେ ବ୍ୟକ୍ତିଗତ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି । କେବଳ ସର୍ବସାଧାରଣ ପରିବହନରେ ବ୍ୟବହୃତ ଗାଡିକୁ ଏହି ନିୟମରେ ସାମିଲ କରାଯିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସାକୁ ଏହି ଅଡ୍‌ ଇଭିନ୍‌ ନିୟମ ମଧ୍ୟରେ ସାମିଲ କରାଯାଇଛି । ଘରୋଇ ଗାଡି ବ୍ୟତିତ ସରକାରୀ ଗାଡି, ଡାକ୍ତର ଏବଂ ଡାକ୍ତରଖାନା ଗାଡିକୁ ଏହି ନିୟମ ପରିସରରୁ ବାହାରେ ରଖାଯାଇଛି । ଶନିବାର ଠାରୁ ଏହି ନିୟମ ଲାଗୁ କରାଯିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି ।

bhubaneswar ODDEVEN
Share. Facebook Twitter LinkedIn Email WhatsApp Copy Link

Related Posts

ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: ହୋଟେଲ ମାଲିକ ଲାଭକେଶ ବଜାଜ ଗିରଫ

June 3, 2026

ସିବିଆଇ ଜାଲରେ ଆୟକର ଅଧିକାରୀ

June 3, 2026

ହୀରାକୁଦରେ ଛୁରାମାଡ଼ : ଜଣେ ଗୁରୁତର

June 3, 2026

ସମ୍ପତ୍ତି ବିବାଦ : ଦୁଇ ଭାଇ, ଭାଉଜଙ୍କୁ ଭୁଜାଲି ମାଡ଼

June 3, 2026
Latest News

ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: ହୋଟେଲ ମାଲିକ ଲାଭକେଶ ବଜାଜ ଗିରଫ

June 3, 2026

ସିବିଆଇ ଜାଲରେ ଆୟକର ଅଧିକାରୀ

June 3, 2026

ହୀରାକୁଦରେ ଛୁରାମାଡ଼ : ଜଣେ ଗୁରୁତର

June 3, 2026

ସମ୍ପତ୍ତି ବିବାଦ : ଦୁଇ ଭାଇ, ଭାଉଜଙ୍କୁ ଭୁଜାଲି ମାଡ଼

June 3, 2026

ଖାଦ୍ୟ ସୁରକ୍ଷା ନିଶ୍ଚିତ କରୁଛି ଏଫ୍‍ସିଆଇର ସାଇଲୋ ବ୍ୟବସ୍ଥା

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.