Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାପାର ମୁଣ୍ଡକୁ ଛେଚି ହତ୍ୟା କରିବା ପରେ ତଣ୍ଟିକାଟି ଆତ୍ମହତ୍ୟା କଲା ପୁଅ
ଆଜିର ଖବର

ବାପାର ମୁଣ୍ଡକୁ ଛେଚି ହତ୍ୟା କରିବା ପରେ ତଣ୍ଟିକାଟି ଆତ୍ମହତ୍ୟା କଲା ପୁଅ

March 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ସମୀକ୍ଷା ବ୍ୟୁରୋ

ଚୌଦ୍ବାର :  ଗତକାଲି ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବାବେଳେ ଚୌଦ୍ବାର ଓଟିଏମ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାମନ୍ୟ ଅର୍ଥକୁ ନେଇ ଜଣେ ପୁଅ ବାପାକୁ ମାରି ଶେଷରେ ନିଜେ ଆତ୍ମହତ୍ୟା କରିଛି। ଅର୍ଥକୁ ନେଇ ବଚସା ହେବାରୁ ଉତ୍ତ୍ୟକ୍ତ ପୁଅ ବାପାର ମୁଣ୍ଡକୁ ଛେଚି ହତ୍ୟା କରିଛି। ପରେପରେ ନିଜର ତଣ୍ଟି କାଟି ଦେଇଛି। ଘରେ ବାପାର ମୃତ୍ୟୁ ଘଟିଥିବା ବେଳେ କଟକ ବଡ ଡାକ୍ତରଖାନାରେ ପୁଅର ମୃତ୍ୟୁ ଘଟିଛି।

ମୃତ ପିତାଙ୍କ ବୟସ 62 ବର୍ଷ ହୋଇଥିବାବେଳେ ସେ ଓଟିଏମ୍‌ରେ କାର୍ଯ୍ୟ କରୁଥିଲେ। ମୃତ ପୁତ୍ରର ବୟସ 33 ବର୍ଷ। ଗତକାଲି ଟଙ୍କା ମଗାମଗି ଘଟଣାରୁ ବାପା ପୁଅଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାର ମାତ୍ର 10 ମିନିଟ୍‌ ପରେ ଏକ ଧାରୁଆ ଅସ୍ତ୍ରେ ନିଜର ତଣ୍ଟି ଗାଲକୁ କାଟି ଆତ୍ମହତ୍ୟା କରିଥିଲା ପୁଅଟି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

May 3, 2026

ଇରାନର ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଛି ଭାରତର ‘ସର୍ବ ଶକ୍ତି’

May 3, 2026
Latest News

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

May 3, 2026

ଇରାନର ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଛି ଭାରତର ‘ସର୍ବ ଶକ୍ତି’

May 3, 2026

LPG ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ କି?: ସ୍ପଷ୍ଟ କଲେ ସରକାର

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.