Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର 4ର୍ଥ କରୋନା ଆକ୍ରାନ୍ତ, ଆଜି ପର୍ଯ୍ୟନ୍ତ 610 ଜଣ ପରୀକ୍ଷା ପରେ 4 ଜଣଙ୍କର ବାହାରିଲା ପଜେଟିଭ
ଆଜିର ଖବର

ଓଡିଶାର 4ର୍ଥ କରୋନା ଆକ୍ରାନ୍ତ, ଆଜି ପର୍ଯ୍ୟନ୍ତ 610 ଜଣ ପରୀକ୍ଷା ପରେ 4 ଜଣଙ୍କର ବାହାରିଲା ପଜେଟିଭ

March 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର, ପୁଣି ଆଉ ଏକ କରୋନା ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହାର ସଂଖ୍ୟା 4କୁ ବୃଦ୍ଧି ପାଇଛି। 29 ବର୍ଷ ବୟସ୍କ ଭଦ୍ରକର ଏହି ବ୍ୟକ୍ତି ଜଣଙ୍କ ଦୁବାଇରୁ ଆସିଥିଲେ। ବର୍ତ୍ତମାନ ଓଡିଶାରୁ ଚିହ୍ନଟ ହୋଇଥିବା 4 ରୋଗୀଙ୍କ ମଧ୍ୟରୁ 3 ଜଣ ବିଦେଶରୁ ଆସିଥିବା ବେଳେ କେବଳ 3ୟ ପଜେଟିଭ ଜଣଙ୍କ ନୂଆଦିଲ୍ଲୀରୁ ଆସିଥିଲେ।
ଓଡିଶା ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା 610 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିବା ବେଳେ ମାତ୍ର 4 ଜଣଙ୍କର ପଜେଟିଭ ମିଳିଛି। ଆଜି 137 ଜଣଙ୍କର ସାମ୍ପୁଲ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ଆରଏମଆରସି ରେ 119 ଟି, ଏମସରେ 15ଟି ଏବଂ ଏସସିବିରେ 3 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିଲା। କେବଳ ଏମସରେ ପରୀକ୍ଷା କରାଯାଇଥିବା ଜଣଙ୍କର ପଜେଟିଭି ଛାଡି ଦେଲେ ଆଉ ସବୁ ନେଗେଟିଭ ରିପୋର୍ଟ ଆସିଛି।

CoronaInOdisha
Share. Facebook Twitter LinkedIn Email WhatsApp Copy Link

Related Posts

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026
Latest News

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ନୀତିଶ କୁମାର: ଏବେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା?

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.