Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାରେ ସଂକ୍ରମିତ ହେଲେ ପିଜା ଡେଲଭରୀ ବୟ , କ୍ବାରେଣ୍ଟାଇନ୍‌ରେ 72ଟି ଘର
ଆଜିର ଖବର

କରୋନାରେ ସଂକ୍ରମିତ ହେଲେ ପିଜା ଡେଲଭରୀ ବୟ , କ୍ବାରେଣ୍ଟାଇନ୍‌ରେ 72ଟି ଘର

April 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାସ୍ଥଳେ ଲକ୍‌ଡାଉନ୍‌ ଜାରି ରହିଛି । ତେବେ ଏହି ଲକ୍‌ ଡାଉନ୍‌ ସମୟରେ ହୋଟେଲ୍‌, ରେଷ୍ଟୁରାଣ୍ଟ ବନ୍ଦ ରହିଥିବା ସ୍ଥଳେ ଅନଲାଇନ୍‌ ମାଧ୍ୟମରେ ଖାଦ୍ୟ ଯୋଗାଣ ରହିଛି । ଲୋକମାନେ ପିଜା ପରି ଅନ୍ୟାନ୍ୟ ଖାଦ୍ୟ ଅନ୍‌ଲାଇନ୍‌ରେ ଅର୍ଡର କରି ପାରୁଛନ୍ତି । ହେଲେ ଅର୍ଡର ଦିଆ ଖାଦ୍ୟକୁ ନେଇ ଏବେ ଦିଲ୍ଲୀରେ ଆତଙ୍କ ଦେଖାଯାଇଛି । ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଏକ ପିଜା ଡେଲିଭରୀ ବୟ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ପିଜା ଡେଲିଭରୀ ବୟ ଜଣକ ଗତ 15 ଦିନ ଭିତରେ 72 ଜଣଙ୍କ ଘରେ ପିଜା ଡେଲିଭରୀ କରିଛନ୍ତି । ତେବେ ସମସ୍ତ 72 ଜଣ ଘର ସହିତ ପିଜା ଡେଲିଭରୀ ବୟ ଓ ତାଙ୍କ ପରିବାର ଓ ତାଙ୍କ ସହିତ କାମ କରୁଥିବା ସହକର୍ମୀମାନଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଯଦି କୌଣସି ବି ଲକ୍ଷଣ ଦେଖାଯାଉଛି, ତେବେ ସେମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି ।

ଲକ୍ ଡାଉନ୍‌ ସମୟରେ ଖାଦ୍ୟ ଓ ରାସନ ସାମଗ୍ରୀ ଡେଲିଭରୀ କରିବାକୁ ଅନୁମତି ଦିଆଯାଇଛି । ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଏସବୁ ପାଇଁ ଅନୁମତି ଦିଆଯାଇନଥିବାସ୍ଥଳେ ସେଠାରେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି । (ଏଜେନ୍ସି)

corona homequratine
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026
Latest News

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.