Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର» ଆମ୍ଫାନ ଅପଡେଟ : ପାରାଦୀପରେ କମୁଛି – ବାଲେଶ୍ବରେ ରେ ବଢୁଛି
ଆଜିର ଖବର

 ଆମ୍ଫାନ ଅପଡେଟ : ପାରାଦୀପରେ କମୁଛି – ବାଲେଶ୍ବରେ ରେ ବଢୁଛି

May 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦ୍ୱୀପଠାରୁ ଦୂରେଇ ଯାଉଥିବା ବେଳେ ବର୍ତ୍ତମାନ ପଶ୍ଚିମବଙ୍ଗ ଆଡକୁ ଗତି କରୁଥିବାବେଳେ ଓଡିଶାର ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହା ଏବେ  ଦକ୍ଷିଣରୁ ଉତ୍ତର ଆଡକୁ ଗତି କରୁଛି।  ଏହି ହିସାବରେ ଏବେ ପାରାଦୀପ ଧୀରେ ଧୀରେ  ପବନ କମୁଛି ।

ବାତ୍ୟା ଆମ୍ଫାନ ସ୍ଥିତି ନେଇ ଆଇ ଏମଡ଼ି ପକ୍ଷରୁ ତାଜା ସୂଚନା  ଅନୁସାରେ ଏବେ  ପାରାଦୀପରେ ପବନ କମି ଭଦ୍ରକ ଓ  ବାଲେଶ୍ଵରରେ କ୍ରମେ ବଢୁଛି। ପାରାଦୀପରେ ସର୍ବାଧିକ  106 କିମି ପବନ ରେକର୍ଡ କରାଯାଇଛି। ଏବେ ପାରାଦୀପରେ ପବନ ବେଗ କମି 81 କିମି ରହିଥିବା ସୂଚନା ରହିଛି। ବାଲେଶ୍ଵରରେ ପବନ ବେଗ 100ରୁ 125 ଯାଏ ଛୁଇଁବ।

ପାରାଦୀପରେ ପବନ କମି ଭଦ୍ରକ ଓ  ବାଲେଶ୍ଵରରେ କ୍ରମେ ବଢୁଛି। ପାରାଦୀପରେ ସର୍ବାଧିକ  106 କିମି ପବନ ରେକର୍ଡ କରାଯାଇଛି। ଏବେ ପାରାଦୀପରେ ପବନ ବେଗ କମି 81 କିମି ରହିଥିବା ସୂଚନା ରହିଛି। ସୁନ୍ଦରବନରେ 4ରୁ  ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା  ରହିଛି। ସେହିପରି ଦୀଘା ଆଞ୍ଚଳରେ ବି 2 ରୁ 3 ମିଟର ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା ରହିଛି।  ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ସନ୍ଧ୍ୟାରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି କହିଛନ୍ତି ଆଇଏମଡ଼ି ଡ଼ିଜି।

ଏବେ ବାତ୍ୟା ପାରାଦୀପ ରୁ 120 କିମି ପୂର୍ବରେ ଗତି କରୁଛି। ପାରଦୀପରୁ ବାତ୍ୟା ତୀବ୍ରତା ଅପସରି ଯାଇଛି। ପବନ କମିଛି। ଏବେ ବାଲେଶ୍ଵର ଅଞ୍ଚଳରେ ତୀବ୍ରତା ବଢିବ, ପବନ ବଢିବ।  ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜରେ ଏବେ ଅଧିକ ପ୍ରଭାବ ପଡିବ। ସନ୍ଧ୍ୟା 5ଟାରୁ 6ଟା ମଧ୍ୟ ରେ ସୁନଦାରବନ ଲ୍ୟାଣ୍ଡଫଲ କରିବା ଏହା ଏବେ  ପଶ୍ଚିମବଙ୍ଗର ଦୀଘା ଉପକୂଳଠାରୁ 125 କିମି ଦୂରତାରେ ରହିଛି। ଏହାର ବର୍ତ୍ତମାନ ଘଣ୍ଟା ପ୍ରତି ବେଗ 29 କିମି ଥିବା ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026
Latest News

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.