Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରୋଇ ବିମାନ ପାଇଁ ଏସ୍‌ଓପି ଜାରି
ଆଜିର ଖବର

ଘରୋଇ ବିମାନ ପାଇଁ ଏସ୍‌ଓପି ଜାରି

May 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
SHANGHAI, Dec. 27, 2019 (Xinhua) -- The sixth test plane of the Chinese-produced large passenger jet, C919, takes off from Shanghai Pudong International Airport in Shanghai, east China, Dec. 27, 2019. The sixth test plane of the C919 completed its maiden flight Friday. Taking off at 10:15 a.m. at Shanghai Pudong International Airport, the jet flew for 2 hours and 5 minutes, mainly testing the cabin, lighting and external noise. n The fourth and fifth jets completed their maiden test flights in August and October. n The other five jets are carrying out test flights in Shanghai, the northwestern city of Xi'an, and the eastern cities of Dongying and Nanchang. (Xinhua/IANS)

ଭୁବନେଶ୍ବର : ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । କରୋନା ପରିପ୍ରେକ୍ଷୀରେ ଘରୋଇ ବିମାନ ପାଇଁ ଏଏଆଇର ଏସ୍‌ଓପି ଜାରି କରିଛି । ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଟ୍ୟାକ୍ସି/ଅନ୍ୟ ପରିବହନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଏଏଆଇର ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ବ ରକ୍ଷା କରି ଗାଡି ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାଫିକ୍‌ ପୋଲିସ୍‌ ଓ ସିଆଇଏସ୍‌ଏଫ୍‌ ଦ୍ବାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ। ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ କରିବେ । ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ନ କଲେ ପ୍ରବେଶ ମନା । 14ବର୍ଷରୁ କମ୍‌ ପିଲାଙ୍କୁ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ମନା । ପ୍ରବେଶ ଦ୍ବାରରେ ଥର୍ମାଲ ସ୍କ୍ରିନିଂ ବେଳେ ଯାତ୍ରୀ ସହଯୋଗ କରିବେ । ଯାତ୍ରୀ ମାନେ ବିମାନ ବନ୍ଦରରେ ଭଲ ଭାବରେ ପହଞ୍ଚିବା ଉଚିତ୍ ।  ସେମାନଙ୍କୁ ବିମାନ ସମୟର ଦୁଇ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପଡିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ବିହାରରେ କେବେ ଏବଂ କେତେ ପର୍ଯ୍ୟାୟରେ ହେବ ନିର୍ବାଚନ?, ଆଜି ଅପରାହ୍ନ ୪ଟାରେ ଘୋଷଣା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025
Latest News

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.